Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଭଣଜାଙ୍କ ସହ କେକ କାଟି ଜନ୍ମଦିନ ପାଳନ କଲେ ସଲମାନ

Entertainment

ଭଣଜାଙ୍କ ସହ କେକ କାଟି ଜନ୍ମଦିନ ପାଳନ କଲେ ସଲମାନ

Ritu Das
Browse all articles by Ritu Das
·2 years ago
ଭଣଜାଙ୍କ ସହ କେକ କାଟି ଜନ୍ମଦିନ ପାଳନ କଲେ ସଲମାନ

ଅର୍ଗସ ବ୍ୟୁରୋ: ସୁପରଷ୍ଟାର ସଲମାନ ଖାନ ଆଜି ତାଙ୍କର ୫୮ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସେ ପରିବାର , ପ୍ରଶଂସକ ଏବଂ ବଲିଉଡର ସମସ୍ତ ସେଲିବ୍ରିଟିଙ୍କ ତରଫରୁ ଅନେକ ଶୁଭେଚ୍ଛା ଗ୍ରହଣ କରୁଛନ୍ତି। ମଙ୍ଗଳବାର ରାତିରେ ଭାଇଜାନ ତାଙ୍କ ଭଣଜା, ବନ୍ଧୁ ଏବଂ ପରିବାର ଲୋକଙ୍କ ସହ ନିଜ ଜନ୍ମଦିନ ପାଳନ କରିଛନ୍ତି। ବର୍ତ୍ତମାନ ସଲମାନଙ୍କ ବାର୍ଥଡେ ସେଲିବ୍ରେସନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। 

ସଲମାନ ବାର୍ଥଡେରେ ଲୁଲିଆ ବନ୍ତୁର, ଅରବାଜ ଖାନ, ଅରହାନ ଖାନ, ଅଲଭିରା ଖାନ ଅଗ୍ନହୋତ୍ରୀ, ଆୟୁଷ ଶର୍ମା, ଅର୍ପିତା ଖାନ ଶର୍ମା, ବବି ଦେଓଲଙ୍କ ସମେତ ଅନେକ ସେଲିବ୍ରିଟି ଉପସ୍ଥିତ ଥିଲେ। 

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Salman celebrated | Argus English