Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଅସୁସ୍ଥ ଅଛନ୍ତି ସୈଫ୍‌, ଚାଲିଛି ସର୍ଜରୀ

Entertainment

ଅସୁସ୍ଥ ଅଛନ୍ତି ସୈଫ୍‌, ଚାଲିଛି ସର୍ଜରୀ

Banajyotshna Ray
Browse all articles by Banajyotshna Ray
·2 years ago
ଅସୁସ୍ଥ ଅଛନ୍ତି ସୈଫ୍‌, ଚାଲିଛି ସର୍ଜରୀ

ଅର୍ଗସ ବ୍ୟୁରୋ: ମେଡିକାଲରେ ଭର୍ତ୍ତି ହେଲେ ନବାବ ମାନେ ସୈଫ୍‌ ଅଲ୍ଲି ଖାନ । ଅଭିନେତାଙ୍କ ଅବସ୍ଥା ଖରାପ ଥିବାରୁ ତାଙ୍କୁ ହଠାତ୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୈଫ ବର୍ତ୍ତମାନ ମୁମ୍ୱାଇର କୋକିଲାବେନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଏବଂ ଚିକିତ୍ସତ ହେଉଛନ୍ତି। ବର୍ତ୍ତମାନ ତାଙ୍କ ବିଷୟରେ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣିଲା ପରେ ତାଙ୍କ ପ୍ରଶଂସକ ଦୁଃଖିତ ହୋଇଯାଇଛନ୍ତି। ତାଙ୍କ ପତ୍ନୀ ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ମଧ୍ୟ ବର୍ତ୍ତମାନ ଡାକ୍ତରଖାନାରେ ଉପସ୍ଥିତ ଅଛନ୍ତି। ଖବର ଆସିଛି ଯେ ସୈଫଙ୍କର ବର୍ତ୍ତମାନ ସର୍ଜରୀ ଚାଲିଛି।

ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Saif Ali Khan has been admitted to Mumbai's Kolkilaben Hospital after suffering shoulder and knee fractures | Argus English