Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଅମୀରଙ୍କ ଝିଅ ଇରାଙ୍କ ହଳଦୀ,ଯୋଗଦେଲେ ଦ୍ବିତୀୟ ପତ୍ନୀ

Entertainment

ଅମୀରଙ୍କ ଝିଅ ଇରାଙ୍କ ହଳଦୀ,ଯୋଗଦେଲେ ଦ୍ବିତୀୟ ପତ୍ନୀ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଅମୀରଙ୍କ ଝିଅ ଇରାଙ୍କ ହଳଦୀ,ଯୋଗଦେଲେ ଦ୍ବିତୀୟ ପତ୍ନୀ

ଅର୍ଗସ ବ୍ୟୁରୋ :  ଅମୀର ଖାନଙ୍କ ଦ୍ବିତୀୟ ପତ୍ନୀ ରୀନା ଦତ୍ତଙ୍କ ଝିଅ ଇରା ଖାନଙ୍କ ବିବାହ ଜାନୁଆରୀ 3ରେ ହେବାକୁ ଯାଉଛି ।  ଆଜି ତାଙ୍କର ହଳଦୀ ରଶମ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ତାଙ୍କର ପ୍ରଥମ ପତ୍ନୀ କିରଣ ରାଓ ।  କିରଣ ରାଓ ଏକ ବାଇଗଣୀ ରଙ୍ଗର ଶାଢୀ ପିନ୍ଧି ମହାରାଷ୍ଟ୍ରର ନୌଭରୀ ଲୁକରେ ରେ ନଜର ଆସିଛନ୍ତି । କିରଣ ଭେନ୍ୟୁ ବାହାରେ ପାପାରାଜ୍ଜି ଷ୍ଟେସନ ନିକଟରେ ପୋଜ ଦେଉଥିବା ନଜର ଆସିଛନ୍ତି ।

ଅଧିକ ପଢନ୍ତୁ : ଖୁବଶୀଘ୍ର ବାଜିବ ରକୁଲ-ଜ୍ୟାକିଙ୍କ ଶାହାନାଇ

ସୂଚନା ମୁତାବକ ଇରା ଖାନ ଏବଂ ନୁପୁର ଶିଖର ଆଶନ୍ତା କାଲି ବିବାହ ବନ୍ଧନରେ ବାନ୍ଧି ହେବେ ।  ଏହାକୁ ନେଇ ଅମୀର ଖାନ ଏବଂ ଦ୍ବିତୀୟ ପତ୍ନୀ ରୀନା ଦତ୍ତଙ୍କ ଘର ମୁମ୍ବାଇର ବାନ୍ଦ୍ରାରେ ପୁରା ସ୍ଥାନକୁ ଲାଇଟିଂ କରାଯାଇଛି । ଉଭୟଙ୍କ ବିବାହ ମୁମ୍ବାଇର ତାଜ ଲ୍ୟାଣ୍ଡରେ ହେବାକୁ ଯାଉଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
amir khan's daughter ira khan's haldi ceremoney, attend her 2nd wife kiran rao | Argus English