Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଶାହାରୁଖଙ୍କ ଆଇକୋନିକ ପୋଜରେ ଆବ୍ରାମ, ଭାବବିହ୍ବଳ ହେଲେ କିଙ୍ଗ ଖାନ

Entertainment

ଶାହାରୁଖଙ୍କ ଆଇକୋନିକ ପୋଜରେ ଆବ୍ରାମ, ଭାବବିହ୍ବଳ ହେଲେ କିଙ୍ଗ ଖାନ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଶାହାରୁଖଙ୍କ ଆଇକୋନିକ ପୋଜରେ ଆବ୍ରାମ, ଭାବବିହ୍ବଳ ହେଲେ କିଙ୍ଗ ଖାନ

ଅର୍ଗସ ବ୍ୟୁରୋ : ବଲିଉଡ ବାଦଶାହ ଶାହାରୁଖ ଖାନ । ନିଜ ରୋମାଣ୍ଟିକ ଅନ୍ଦାଜରେ ଦର୍ଶକଙ୍କ ମନ ଜିତିବାରେ ସେ ବେଶ ମାହିର । ଖାସକରି ତାଙ୍କର ସିଗନେଚର୍ ପୋଜ ପାଇଁ ଦର୍ଶକମାନେ ବେଶି ଦିୱାନା । ଷ୍ଟେଜର ବଡ ବଡ କାର୍ଯ୍ୟକ୍ରମରେ ସେ ଏହି ଆଇକୋନିକ ପୋଜ ଦେଇ ସମଲ୍ତଙ୍କ ମନ ଜିତିଛନ୍ତି। ହେଲେ ଏବେ ତାଙ୍କ ପୋଜକୁ ତାଙ୍କ ସାନପୁଅ ଆବ୍ରାମ କପି କରୁଛନ୍ତି । ଯେଉଁ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଧିରୁଭାଇ ଅମ୍ବାନୀ ଆନ୍ତର୍ଜାତୀୟ ବିଦ୍ୟାଳୟରେ ହେଉଥିବା ବାର୍ଷିକ ଉତ୍ସବରେ ଷ୍ଟେଜ ଉପରେ ଅଭିନୟ କରିଥିଲେ ଆବ୍ରାହମ । ଷ୍ଟେଜରେ ତଳେ ଥିଲେ ଶାହାରୁଖ ଖାନ, ଗୌରୀ ଖାନ ଏବଂ ପୁଅ ଆବ୍ରାହମ ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆବ୍ରାହମ ଶାହାରୁଖଙ୍କ ଏହି ଆଇକୋନିକ ପୋଜ କର କହିଥିଲେ , ମତେ ଆଲିଙ୍ଗନ କର । ମତେ ଆଲିଙ୍ଗନ ହେବା ପସନ୍ଦ । ତଳେ ଶାହାରୁଖ ଖାନ ପୁଅର ଏହି ପୋଜ ଦେଖି ବେଶ ଖୁସି ହୋଇଥିଲେ । ଏବଂ ଖୁସିରେ ତାଳି ମାରିଥିଲେ । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାପରେ ଲୋକମାନେ ଏହାକୁ ଖୁବ ପସନ୍ଦ କରିଛନ୍ତି । 
 

Argus Whatsapp Channel Mobile Top
Sponsored
AbRam in Shahrukh's iconic pose, King Khan gets emotional | Argus English