`ଇଣ୍ଡିଆନ ପୋଲିସ ଫୋର୍ସ'ର ଦମଦାର ଟିଜର ରିଲିଜ
·2 years ago

ଅର୍ଗସ ବ୍ୟୁରୋ: ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ ଆକ୍ସନ ସିରିଜକୁ ବହୁ ଫ୍ୟାନ ଅପେକ୍ଷା କରି ରହିଥିଲେ। ଆଜି ସେ ପ୍ରତୀକ୍ଷାର ଅନ୍ତ ଘଟିଛି। ସିଦ୍ଧାର୍ଥଙ୍କ ଆକ୍ସନ ସିରିଜ ଇଣ୍ଡିଆନ ପୋଲିସ ଫୋର୍ସର ଟିଜର ରିଲିଜ ହୋଇଛି। ତେବେ ଏହାର ଟିଜର ହେଉ ହେଉ ଫ୍ୟାନମାନଙ୍କର ଉତ୍ସାହ କହିଲେ ନ ସରେ।
ଏହି ଟିଜରରେ ସିଦ୍ଧାର୍ଥ ମାଲହୋତ୍ରା, ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ, ଏବଂ ଅଭିନେତା ବିବେକ ଓବରୟଙ୍କୁ ପୋଲିସ ୟୁନିଫର୍ମରେ ଦେଖିବାକୁ ମିଳିଛି। ଦେଶର ସୁରକ୍ଷା ପାଇଁ ଆମ ବୀର ଯବାନମାନେ କେମିତି ନିଜ ଜୀବନକୁ ବାଜି ଲଗାଇ ଦିଅନ୍ତି ତାହାହିଁ ହେଉଛି ଏହି ସିରିଜର ଷ୍ଟୋରୀ ଲାଇନ।
ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: