କେବେ ଦେଖିଛନ୍ତି କି ଭାରତ ମାତାର ମନ୍ଦିର !
ଆଜି ସାରାଦେଶ ପାଳୁଛି ସାଧାରଣତନ୍ତ୍ର ଦିବସ । ଦେଶ ସ୍ୱାଧୀନତା ହେବା ସହ ମନେ ପକାଉଛି ସେହି ବୀର ପୁରୁଷ ଓ ସ୍ଵାଧୀନତା ସଂଗ୍ରାମୀଙ୍କୁ । ଆପଣ ଅନେକ ମନ୍ଦିର ଓ ମସଜିଦ ଦେଖିଥିବେ । ହେଲେ କେବେ ଦେଖିଛନ୍ତି କି ଭାରତ ମାତାର ମନ୍ଦିର । ଯେଉଁ ମନ୍ଦିରରେ ପ୍ରତିଦିନ ରାମଧୁନ ଗୀତ, ନାମ ସଂକୀର୍ତ୍ତନ ସହ ପ୍ରତିଦିନ ପୂଜାର୍ଚ୍ଚନା କରାଯାଏ । ଆସନ୍ତୁ ଓଡ଼ିଶାର ଏମିତି ଏକ ମନ୍ଦିର ବିଷୟରେ ଦେଖିବା
#ArgusNews #Boudh #BharatMataTemple #RepublicDay #74thRepublicDay #Odisha