|
logo
Live

Argus News - ସାଉଥ ଆଫ୍ରିକାର ଡର୍ବାନ ଷ୍ଟାଡିୟମରେ ଆଜିଠୁ ଖେଳାଯିବ ମ୍ୟାଚ

Sports

ସାଉଥ ଆଫ୍ରିକାର ଡର୍ବାନ ଷ୍ଟାଡିୟମରେ ଆଜିଠୁ ଖେଳାଯିବ ମ୍ୟାଚ

Ritu Das
Browse all articles by Ritu Das
·2 years ago
ସାଉଥ ଆଫ୍ରିକାର ଡର୍ବାନ ଷ୍ଟାଡିୟମରେ ଆଜିଠୁ ଖେଳାଯିବ ମ୍ୟାଚ

ଅର୍ଗସ ବ୍ୟୁରୋ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଖେଳାଯିବ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ। ସେଥିପାଇଁ କ୍ରିକେଟ ପ୍ରେମୀ ଉତ୍ସାହିତ ଅଛନ୍ତି। ୩ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ ଡର୍ବାନରେ ଖେଳାଯିବ। ଆହତ କାରଣରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାରଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ଦଳ ।

ତେବେ ଘରୋଇ ପରିବେଶରେ ଅଷ୍ଟ୍ରେଲିଆ ବିପକ୍ଷରେ ୪-୧ରେ ଶୃଙ୍ଖଳା ଜିତିବା ପରେ ଭାରତୀୟ ମନୋବଳ ଦୃଢ ରହିଛି । ତେବେ ବିଦେଶ ମାଟିରେ ଦଳର ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି । ବିଶେଷ କରି ବିସ୍ପୋରକ ବ୍ୟାଟିଂ ଉପରେ ଲକ୍ଷ୍ୟ ରଖିଛି ଦଳ । ଟି-୨୦ ବିଶ୍ୱକପକୁ ଆଉ ମାତ୍ର ୬ମାସରୁ କମ ସମୟ ବାକି ଥିବା ବେଳେ ପ୍ରସ୍ତୁତିରେ ଉଭୟ ଦଳ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ସାଉଥ ଆଫ୍ରିକାର ଡର୍ବାନ ଷ୍ଟାଡିୟମରେ ଆଜିଠୁ ଖେଳାଯିବ ମ୍ୟାଚ | Argus English