Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସଚିନଙ୍କ ରେକର୍ଡ ଭାଙ୍ଗିଲେ କୋହଲି

Sports

ସଚିନଙ୍କ ରେକର୍ଡ ଭାଙ୍ଗିଲେ କୋହଲି

Smruti Parija
Browse all articles by Smruti Parija
·2 years ago
ସଚିନଙ୍କ ରେକର୍ଡ ଭାଙ୍ଗିଲେ କୋହଲି

ଅର୍ଗସ ବ୍ୟୁରୋ: ସଚିନଙ୍କ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି । ଦିନିକିଆ କ୍ରିକେଟରେ ସର୍ବାଧିକ ଶତକର ରେକର୍ଡ କରିଛନ୍ତି କୋହଲି । ବିଶ୍ବକପ୍ ସେମିଫାଇନାଲରେ ଏହି ରେକର୍ଡ ହାଲ କରିଛନ୍ତି କୋହଲି । ବିରାଟ କୋହଲି ୫୦ତମ ଶତକ ହାସଲ କରିଛନ୍ତି । ସଚିନଙ୍କ ସାମ୍ନାରେ ସଚିନଙ୍କ ରେକର୍ଡ ଭାଙ୍ଗିଲେ ବିରାଟ । ଗୋଟିଏ ବିଶ୍ବକପ୍‌ରେ ସର୍ବାଧିକ ରନ୍‌ର ରେକର୍ଡ କଲେ କୋହଲି । ସଚିନଙ୍କ ୬୭୩ ରନ୍‌ର ରେକର୍ଡ ଭାଙ୍ଗି ରେକର୍ଡ କରିଛନ୍ତି ବିରାଟ କୋହଲି । ବିରାଟ କୋହଲି 113 ବଲ୍ ରେ 117 ରନ୍ କରି ଆଉଟ୍ ହୋଇଛନ୍ତି । 

ସେପଟେ ବିରାଟଙ୍କ ଏହି ରେକର୍ଡ ପରେ ଫ୍ୟାନ୍ସ ମାନେ ସେଲିବ୍ରେଟ୍ କରୁଥିବା ଦେଖିବାକୁ ମିଳିଛି । ୱାଙ୍ଖଡେ ଷ୍ଟାଡିଅମ୍ ବାହାରେ କ୍ରିକେଟ୍ ପ୍ରେମୀଙ୍କ ମଦ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । 
 

ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ୍,ଟସ୍ ଜିତିଲା ଭାରତ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Maharashtra: Fans outside Mumbai's Wankhede Stadium celebrate as Virat Kohli becomes the first cricketer to hit 50 ODI centuries, | Argus English