Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି-20

Sports

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି-20

Ritu Das
Browse all articles by Ritu Das
·2 years ago
ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି-20

ଅର୍ଗସ ବ୍ୟୁରୋ: ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି-20 ।  ଜୋହାନସବର୍ଗରେ ଖେଳାଯିବ ଶେଷ ମ୍ୟାଚ୍‌ ।  ଶୃଙ୍ଖଳା ବରାବର ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ ।  1-0ରେ ଅଗ୍ରଣୀ ରହିଛି ଘରୋଇ ଦକ୍ଷିଣ ଆଫ୍ରିକା । ଆଜି ଟସ୍‌ ଉପରେ ରହିବ ସମସ୍ତ ନଜର । ପ୍ରଥମ ମ୍ୟାଚ୍‌ ବର୍ଷା ‌ଧୋଇନେବା ପରେ ମଙ୍ଗଳବାର ଗ୍ବେବେରାରେ ଖେଳାଯାଇଥିବା 

ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟାଚ୍‌କୁ ଘରୋଇ ଦଳ ୫ ୱିକେଟ୍‌ରେ ଜିତିଥିଲା। ଯାହାଫଳରେ ୩ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାରେ ଦକ୍ଷିଣ ଆଫ୍ରିକା ୧-୦ରେ ଅଗ୍ରଣୀ ରହିଛି। ଆଜି ଜୋହାନସବର୍ଗରେ ଶୃଙ୍ଖଳାର ଶେଷ ମ୍ୟାଚ୍‌ ଖେଳାଯିବାକୁ ଥିବାରୁ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବାଧିନ ଭାରତୀୟ ଦଳ ଏହାକୁ ବରାବର କରିବା ଲକ୍ଷ୍ୟରେ ରହିଛି।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India-South Africa | Argus English