ବାଂଲାଦେଶକୁ ୮ ଓ୍ବିକେଟରେ ହରାଇଲା ଅଷ୍ଟ୍ରେଲିଆ
·2 years ago

ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ରର ପୁଣେର ଓ୍ବାଙ୍ଖଡେ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଖେଳାଯାଉଥିବା ବିଶ୍ବକପ ୨୦୨୩ର ୪୩ତମ ମ୍ୟାଚରେ ବାଂଲାଦେଶକୁ ଅଷ୍ଟ୍ରେଲିଆ ୮ ଓ୍ବିକେଟରେ ପରାସ୍ତ କରିଛି। ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଅଷ୍ଟ୍ରେଲିଆ ଦଳ ୪୪.୪ ଓଭରରେ ୨ ଓ୍ବିକେଟ ହରାଇ ୩୦୭ ରନ କରିଥିଲା।
ପାକିସ୍ତାନକୁ ୯୩ ରନରେ ହରାଇଲା ଇଂଲଣ୍ଡ
ବାଂଲାଦେଶ ଅଧିନାୟକ ନଜିମୁଲ ହୋସେନ ସାଣ୍ଟୋଙ୍କ ନେତୃତ୍ବରେ ଦଳ ବ୍ୟାଟିଂ କରି ୫୦ ଓଭରରେ ୮ ଓ୍ବିକେଟ ହରାଇ ୩୦୬ ରନ କରିଥିଲା। ଫଳରେ ଅଷ୍ଟ୍ରେଲିଆ ପାଇଁ ବିଜୟ ଲକ୍ଷ୍ୟ ୩୦୭ ରନ ରହିଥିଲା।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର