ପାରିବାରିକ ଝଗଡାରୁ ସାଂଘାତିକ ଆକ୍ରମଣ , ସ୍ତ୍ରୀକୁ ମାରିଦେଲା ସ୍ବାମୀ
·2 years ago

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ବଡ଼ମୁଳା ଗାଁରେ ଅଭାବନୀୟ ଘଟଣା l ସ୍ୱାମୀ ର କାଠ ଫାଳିଆରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କୌଣସି କାରଣରୁ ବଡ଼ମୂଳା ଗାଁର ଅଚ୍ୟୁତ ଠେଲା ନିଜ ସ୍ତ୍ରୀ କୁନ୍ତୀ ଠେଲାକୁ କାଠ ଫାଳିଆରେ ଆକ୍ରମଣ କରିଛନ୍ତି l ଏହି ଆକ୍ରମଣରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ଜଣାପଡିଛି ।
ଅଧିକ ପଢନ୍ତୁ : ଟଙ୍କା ପାଇଁ ଜନ୍ମକଲା ଝିଅକୁ ମାରିଦେଲା ବାପା
ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ତଦନ୍ତ ଚଳାଇଛି ଖଡ଼ିଆଳ ପୋଲିସ l
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: