Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବିଶ୍ୱ ବିଦ୍ୟାଳୟ ପାଇଁ ଖୁସି ଖବର, ମିଳିଲା A+ ଗ୍ରେଡ

Odisha

ବିଶ୍ୱ ବିଦ୍ୟାଳୟ ପାଇଁ ଖୁସି ଖବର, ମିଳିଲା A+ ଗ୍ରେଡ

Banajyotshna Ray
Browse all articles by Banajyotshna Ray
·2 years ago
ବିଶ୍ୱ ବିଦ୍ୟାଳୟ ପାଇଁ ଖୁସି ଖବର, ମିଳିଲା A+ ଗ୍ରେଡ

ଅର୍ଗସ ବ୍ୟୁରୋ:  ପୁନଃ ବିଚାର ପରେ ଉତ୍କଲ ବିଶ୍ୱ ବିଦ୍ୟାଳୟ ହାତେଇଲା A+ ଗ୍ରେଡ। ବିଶ୍ୱ ବିଦ୍ୟାଳୟ ପାଇଁ ଖୁସି ଖବର। ମେ ମାସରେ ଆସିଥିବା ନାକ ଟିମ ଦେଇଥିଲା A ଗ୍ରେଡ।  ମୌଳିଥିଲା  ଉତ୍କଲ ବିଶ୍ୱ ବିଦ୍ୟାଳୟ A++ ଗ୍ରେଡ  ଆଶା। ପୁନଃ ବିଚାର ପାଇଁ ଆବଦେନ କରିଥିଲେ ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ। ଯାହାର ଫଳାଫଳ ଆଶାନୁରୂପକ ଆସିଛି। A ଗ୍ରେଡରୁ ଉଠି ନାକ ଟିମ ଦେଇଛି A+ ଗ୍ରେଡ।  ୨୦୧୬ ଉତ୍କଲ ହାତେଇଥିଲା A+  ଗ୍ରେଡ। ଏଥର ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷ A++ ପାଇଁ ଆଶା ରଖିଥିଲେ ମଧ୍ୟ ତାହା ବିଫଳ ହୋଇଥିଲେ ମଧ୍ୟ A + ଗ୍ରେଡ ସନ୍ତୋଷ ଦେଇଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Utkal university achieved A+ grade | Argus English