ଦୁଇଟି ହାତୀଦାନ୍ତ ଜବତ, 4 ଗିରଫ
·2 years ago

ମୟୂରଭଞ୍ଜ: ହାତୀଦାନ୍ତ ଡିଲ୍ ବେଳେ ମାଡ଼ିବସିଲା ବନବିଭାଗ । କୌଣସି ମୋତେ କରଞ୍ଜିଆ ଡିଏଫଓ ଶ୍ରୀକାନ୍ତ ନାୟକ ଖବର ପାଇ ନିର୍ଦେଶ ଦେବା ପରେ କରଞ୍ଜିଆ ରେଞ୍ଜର ଏବଂ ଠାକୁରମୁଣ୍ଡା ରେଞ୍ଜର ମିଳିତ ଏକ ଟିମର ବନବିଭାଗ କର୍ମଚାରୀମାନେ ତୟାର ଥିଲେ । ଡିଲ୍ ବେଳେ ଠାକୁରମୁଣ୍ଡା ଅଞ୍ଚଳର ଭେଜଡିହା ଚେଗ୍ ଗେଟ୍ ପାଖରେ ଚଢ଼ାଉ କରି ଦୁଇଟି ହାତୀଦାନ୍ତ ସହିତ 4 ଅଭିଯୁକ୍ତଙ୍କୁ ଗିରଫ କରିଛି ବନବିଭାଗ । ଏହାସହ 4 ଟି ମୋବଇଲ ଏବଂ ତିନଟି ବାଇକକୁ ଜବତ କରି କରଞ୍ଜିଆ ରେଞ୍ଜକୁ ଆଣି ତଦନ୍ତ ଚଳାଇଛି ବନବିଭାଗ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: