|
logo
Live

Argus News - ଆଇଡି ବିସ୍ପୋରଣରେ ଦୁଇ ଡିଆରଜି ଯବାନ ଆହତ

Odisha

ଆଇଡି ବିସ୍ପୋରଣରେ ଦୁଇ ଡିଆରଜି ଯବାନ ଆହତ

Ritu Das
Browse all articles by Ritu Das
·2 years ago
ଆଇଡି ବିସ୍ପୋରଣରେ ଦୁଇ ଡିଆରଜି ଯବାନ ଆହତ

ଅର୍ଗସ ବ୍ୟୁରୋ: ନିର୍ବାଚନ ପରେ ଗଣତି ଦିନ ଆତଙ୍କ ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି ଲାଲ ବହିନୀ। ଦନ୍ତେଓ୍ବାଡା ଆଇଡି ବିସ୍ଫୋରଣ ଘଟିଛି। ଏହି ବିସ୍ପୋରଣରେ ଦୁଇ ଡିଆରଜି ଯବାନ ଆହତ ହୋଇଛନ୍ତି। 

ଦନ୍ତେୱାଡା ସାତଧାର ବ୍ରିଜ ନିକଟରେ  ବଡ ଧରଣର ied ବିସ୍ପୋରଣ କରିଛନ୍ତି ମାଓବାଦୀ। ଏନେଇ ଦନ୍ତେୱାଡା ଏସପି ଗୌରବ ରାଓ ଘଟଣାସ୍ଥଳକୁ ଅଧିକ ଯବାନଙ୍କୁ ପଠାଇବା ସହ ସ୍ଥାନୀୟ ଅଞ୍ଚଳରେ କୁମ୍ବିଙ୍ଗ ଅପରେସନକୁ ଜୋରଦାର କରିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଆଇଡି ବିସ୍ପୋରଣରେ ଦୁଇ ଡିଆରଜି ଯବାନ ଆହତ | Argus English