Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରାଜପଥ ବେଣ୍ଟ ଛକ ନିକଟରେ ଦୁର୍ଘଟଣା, 7 ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର

Odisha

ରାଜପଥ ବେଣ୍ଟ ଛକ ନିକଟରେ ଦୁର୍ଘଟଣା, 7 ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର

Smruti Parija
Browse all articles by Smruti Parija
·2 years ago
ରାଜପଥ ବେଣ୍ଟ ଛକ ନିକଟରେ ଦୁର୍ଘଟଣା, 7 ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର

ନୟାଗଡ:  16 ନମ୍ବର ଜାତୀୟ ରାଜପଥ ବେଣ୍ଟ ଛକ ନିକଟରେ ଦୁର୍ଘଟଣା । ଟ୍ରକକୁ ପଛରୁ ପିଟିଲା ଯାତ୍ରୀ ବାହୀ ବସ । 7 ରୁ ଅଧିକ ଯାତ୍ରୀ ଗୁରୁତର ଥିବା ସୂଚନା । ସମସ୍ତ ଗୁରୁତରଙ୍କୁ ନିକଟସ୍ଥ ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । 

ଗଞ୍ଜାମ ଜିଲ୍ଲା ପୋଲସରା ଥାନା ସିଂହାସନୀରୁ ଭୁବନେଶ୍ୱର ଯାଉଥିଲା ଲକ୍ଷ୍ମୀ ନାରାୟଣ ନାମକ ଏକ ଯାତ୍ରୀବାହୀ ବସ । ବସରେ 60 ରୁ ଅଧିକ ଯାତ୍ରୀ ଥିବା ଜଣାପଡିଛି । ତେବେ ଘଟଣାସ୍ଥଳରେ ଚାନ୍ଦପୁର ପହଞ୍ଚି ତଦନ୍ତ କରୁଛି ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
truck-hits-car-in-ranapur-benta-chowk-7-injured | Argus English