|
logo
Live

Argus News - ପ୍ରତିଶୃତି ପରେ ଧାରଣାରୁ ହଟିଲେ ଆନ୍ଦୋଳନକାରୀ

Odisha

ପ୍ରତିଶୃତି ପରେ ଧାରଣାରୁ ହଟିଲେ ଆନ୍ଦୋଳନକାରୀ

Banajyotshna Ray
Browse all articles by Banajyotshna Ray
·2 years ago
ପ୍ରତିଶୃତି ପରେ ଧାରଣାରୁ ହଟିଲେ ଆନ୍ଦୋଳନକାରୀ

ଅର୍ଗସ ବ୍ୟୁରୋ: ଆଦିବାସୀଙ୍କ ଥାନା ଘେରାଉ । ପ୍ରତିଶୃତି ପରେ ଧାରଣାରୁ ହଟିଲେ ଆନ୍ଦୋଳନକାରୀ । 2 ଦଫା ଦାବି ନେଇ କଙ୍କଡାହାଡ ଥାନା ସମ୍ମୁଖରେ ଧାରଣାରେ ଦେଇଥିଲେ ଆଦିବାସୀ । ତହସିଲଦାର ଓ କାମାକ୍ଷାନଗର ଏସଡିପିଓ ପହଞ୍ଚି ଆନ୍ଦୋଳନ କାରିଙ୍କୁ ବୁଝାସୁଝା କରିବା ସହ ୭ ଦିନ ଭିତରେ ତଦନ୍ତ କରି ଉକ୍ତ କର୍ମଚାରିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାର ପ୍ରତିଶୃତି ଦେବା ପରେ ଆନ୍ଦୋଳନ ହଟିଥିଲା।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପ୍ରତିଶୃତି ପରେ ଧାରଣାରୁ ହଟିଲେ ଆନ୍ଦୋଳନକାରୀ | Argus English