|
logo
Live

Argus News - ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ତୃତୀୟ ଦିନ

Odisha

ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ତୃତୀୟ ଦିନ

Banajyotshna Ray
Browse all articles by Banajyotshna Ray
·2 years ago
ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ତୃତୀୟ ଦିନ

ଅର୍ଗସ ବ୍ୟୁରୋ:  ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ତୃତୀୟ ଦିନ । ଆଜି ବି ଗୃହରେ ଲାଗି ରହିପାରେ ଅଚଳାବସ୍ଥା । ଆଦିବାସୀ ଜମି ହସ୍ତାନ୍ତର ଏବଂ ପେସା ଆଇନ ଲାଗୁ ଦାବିରେ ବିରୋଧୀ ଅଟଳ ରହିଛନ୍ତି । ବୁଧବାର ସର୍ବଦଳୀୟ ବୈଠକରେ ନିଷ୍କର୍ଷ ବାହାରି ପାରି ନଥିବା ବେଳେ ଅଚଳାବସ୍ଥା ଭିତରେ ଗୃହ ମୁଲତବି ହୋଇଥିଲା। ଗୃହକୁ ସ୍ଵଭାବିକ କରିବା ପାଇଁ ବାଚସ୍ପତି ପୁଣି ଆଜି ସର୍ବଦଳୀୟ ବୈଠକ ଡାକି ପାରନ୍ତି। ସେପଟେ ଆଜି ପ୍ରଶ୍ନକାଳରେ ଯୋଜନା ସଂଯୋଜନା, ବାଣିଜ୍ୟ ପରିବହନ, କ୍ରୀଡା ଯୁବ ବ୍ୟାପାର, ଜଳସମ୍ପଦ, ଇଲେକ୍ଟ୍ରୋନିକ୍ସ ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ରହିଛି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ତୃତୀୟ ଦିନ | Argus English