Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଧର୍ମର ମାସ ମହାକାର୍ତ୍ତିକର ଆଜି ହେଉଛି ପହିଲି ପଞ୍ଚୁକ  

Odisha

ଧର୍ମର ମାସ ମହାକାର୍ତ୍ତିକର ଆଜି ହେଉଛି ପହିଲି ପଞ୍ଚୁକ  

Manini Pattanayak
Browse all articles by Manini Pattanayak
·2 years ago
ଧର୍ମର ମାସ ମହାକାର୍ତ୍ତିକର ଆଜି ହେଉଛି ପହିଲି ପଞ୍ଚୁକ  

କଟକ: ଧର୍ମର ମାସ ମହାକାର୍ତ୍ତିକର ଆଜି ହେଉଛି ପହିଲି ପଞ୍ଚୁକ । ପହଲି ପଞ୍ଚକରେ ଚନ୍ଦ୍ରମୁଉଳି ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ବର। ପହିଲି ପଞ୍ଚୁକ ଉପଲକ୍ଷେ ଚଳଚଞ୍ଚଳ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠ।କଳା ବଳଦକୁ ଧଳା କରିଥିବାରୁ ବାବା ଧବଳେଶ୍ବର ନାମରେ ବିଖ୍ୟାତ ।

 ଅଧିକ ଦେଖନ୍ତୁ :ଆଜିଠୁ ଆରମ୍ଭ ପବିତ୍ର ମହାପଞ୍ଚକ ବ୍ରତ

ଆଜି ଭୋର ୪ ଟାରେ ପହଡ଼  ଖୋଲାଯାଇ ଶ୍ରୀ ଜିୟୁଙ୍କ ସମସ୍ତ ନୀତିକାନ୍ତି ଶେଷ କରାଯିବା ପରେ ଶ୍ରୀଜିୟୁଙ୍କୁ ଚନ୍ଦ୍ରମୁଉଳି ବେଶରେ ସଜ୍ଜିତ କରାଯିବା ପରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ପହଡ ଖୋଲାଯାଇଥିଲା।ଆଜି ପହିଲି ପଞ୍ଚକ ହୋଇଥିବାରୁ ପୀଠରେ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଭିଡ଼ ଦେଖିବାକୁ ମିଳିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today is the month of Dharma Mahakarthika | Argus English