Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗୃହପାଳିତ ପଶୁଙ୍କ ଉପରେ ଆକ୍ରମଣ କଲା ବାଘ, ଲୋକେ ଭୟଭୀତ

Odisha

ଗୃହପାଳିତ ପଶୁଙ୍କ ଉପରେ ଆକ୍ରମଣ କଲା ବାଘ, ଲୋକେ ଭୟଭୀତ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଗୃହପାଳିତ ପଶୁଙ୍କ ଉପରେ ଆକ୍ରମଣ କଲା ବାଘ, ଲୋକେ ଭୟଭୀତ

ଅର୍ଗସ ବ୍ୟୁରୋ:  ଲଖନପୁର ବ୍ଲକ ଅଞ୍ଚଳରେ କଲରାପତରିଆ ବାଘର ଆତଙ୍କ । ବିଭିନ୍ନ ସ୍ଥାନରେ ଗୃହପାଳିତ ପଶୁଙ୍କ ଉପରେ ଆକ୍ରମଣ କଲା ବାଘ । ଯାହାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଲାଗି ରହିଛି । ଏନେଇ ସତର୍କତା କରାଇଛି ବନ ବିଭାଗ । କିଛି ଦିନ ମଧ୍ୟରେ ବାଣିପାହାଡ଼, ଖାଡ଼ୁ ଏବଂ ବଞ୍ଜରୀ ଅଞ୍ଚଳରେ ତିନିଟି ଗୁହାଳରୁ ଛେଳି ଗାଏବ ହେବା ସହ ବଞ୍ଜାରି ଭୁଏପଡ଼ା ଠାରେ ଏକ ଛେଳିର ଶବ ଉଦ୍ଧାର ହୋଇଛି ।

ଯାହାକି କଲରାପତରିଆ ବାଘ ଯୋଗୁଁ ହୋଇଥିବା ନେଇ ସୂଚନା ରହିଛି I  ଅନ୍ୟପଟେ ବନ ବିଭାଗ ଲୋକଙ୍କୁ ସଚେତନ କରୁଥିବା ବେଳେ କାଳରପତରିଆ ବାଘ ବର୍ତ୍ତମାନ ଜନବସତି ମୁହାଁ ହେବା ହେଉଥିବା ବେଳେ ବନ ବିଭାଗ ପାଇଁ ନୂଆ ଚ୍ୟାଲେଞ୍ଜ ହୋଇ ମୁଣ୍ଡ ଟେକିଛି  । ଏବେ ପୁଣି ଲଖନପୁର ବ୍ଲକ ଜାମବେର୍ନା ଗ୍ରାମରେ ଦେଖିବାକୁ ମିଳିଛି କଲରାପତରିଆ ବାଘର ପାଦ ଚିହ୍ନ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
tiger attack in jharsuguda | Argus English