Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଦକ୍ଷିଣ ଓଡ଼ିଶାରେ ମରୁଡି ଘୋଷଣା ଦାବି ନେଇ ରହିବ ପ୍ରାଥମିକତା

Odisha

ଦକ୍ଷିଣ ଓଡ଼ିଶାରେ ମରୁଡି ଘୋଷଣା ଦାବି ନେଇ ରହିବ ପ୍ରାଥମିକତା

Banajyotshna Ray
Browse all articles by Banajyotshna Ray
·2 years ago
ଦକ୍ଷିଣ ଓଡ଼ିଶାରେ ମରୁଡି ଘୋଷଣା ଦାବି ନେଇ ରହିବ ପ୍ରାଥମିକତା

ଅର୍ଗସ ବ୍ୟୁରୋ:  ଆସନ୍ତାକାଲି ସରକାରଙ୍କ ବିରୋଧରେ ପୁଣି ଗର୍ଜିବେ ହଜାର ହଜାର ଚାଷୀ । ରାଜ୍ୟ ତଥା ଦକ୍ଷିଣ ଓଡ଼ିଶାରେ ମରୁଡି ଘୋଷଣା ଦାବି ନେଇ ରହିବ ପ୍ରାଥମିକତା । ଏନେଇ ଚଳିତ ବର୍ଷ ଗଞ୍ଜାମ ରମ୍ଭାରେ ଅନୁଷ୍ଠିତ ହେବ ରାଜ୍ୟ ସ୍ତରୀୟ କୃଷକ ମହାପଞ୍ଚାୟତ। ଏ ନେଇ ବ୍ରହ୍ମପୁର ଉତ୍କଳ ଆଶ୍ରମ ରୋଡ ସ୍ଥିତ ଗଞ୍ଜାମ କଳା ପରିଷଦ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସଂଘର ସଭାପତି ସଚିନ ମହାପାତ୍ର।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:   

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Thousands of farmers will roar again against the government tomorrow | Argus English