Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୫ଟି ଗୋରୁ ବୋଝେଇ ପିକଅପ୍ ସହ ୧୩  ଗୋ ମାଫିଆ ଗିରଫ

Odisha

୫ଟି ଗୋରୁ ବୋଝେଇ ପିକଅପ୍ ସହ ୧୩  ଗୋ ମାଫିଆ ଗିରଫ

Manini Pattanayak
Browse all articles by Manini Pattanayak
·2 years ago
୫ଟି ଗୋରୁ ବୋଝେଇ ପିକଅପ୍ ସହ ୧୩  ଗୋ ମାଫିଆ ଗିରଫ

ମୟୂରଭଞ୍ଜ: ମୟୂରଭଞ୍ଜ ଶୁଳିଆପଦା ପୋଲିସକୁ ବଡ ସଫଳତା । ଗୋ ମାଫିଆଙ୍କୁ ରୋକିବାରେ ସଫଳ ହେଇଛନ୍ତି ଶୁଳିଆପଦା ସିଂଘମ ଥାନା ଅଧିକାରୀ ସୁମିତ ସୋରେନ। ଗୋ ମାଫିଆ ସକ୍ରିୟ ହେଉଥିବା ବେଳେ ଆଜି ପୋଲିସ ହାତରେ ବଡ ସଫଳତା ଲାଗିଛି ୫ଟି ଗୋ ବଝେଇ ପିକପ୍ ସହ ୧୩ ଜଣ ଗୋ ମାଫିଆ ଗିରଫ ହେବା ସହ ୫୬ ଟି ଗୋରୁ ଜବତ ହୋଇଛି।

ଶୁଳିଆପଦା ଥାନା ଅଞ୍ଚଳରେ ଚୋରୀ, ଲୁଟପାଟ, ଚୋରା କାରବାର, ଗୋଚାଲାଣ, ଜୁଆଖେଳ, ଚୋରା ବାଲି, ଚୋରା କାଠ କାରବାର ବଢ଼ିଚାଲିଥିବାବେଳେ ଥାନା ଅଧିକାରୀ ସୁମିତ ସୋରେନ ଆସିବା ପରେ ଚୋରା ବାଲି ମାଫିଆ ଓ ଗୋ ମାଫିଆଙ୍କ ଛାତିରେ ଛନକା ପଶିଛି। ଗୋ ମାଫିଆଙ୍କ ମେଡିକାଲ ଚେକଅପ୍ ହେଉଥିବା ବେଳେ ୫୬ ଟି ଗୋରୁକୁ ପଶ୍ଚିମବଙ୍ଗ ଚାକୁଳିଆ ଗୋ ଶାଳାକୁ ସ୍ଥାନାନ୍ତରିତ କରାଯାଇଛି।   

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Thirteen cow mafia arrested with 5 cattle loaded pickup | Argus English