Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରାମ ମନ୍ଦିର ପରିସରରେ ଦୂର୍ବୃତ୍ତ ଗୋ ମାଂସ ପକାଇଥିବା ଅଭିଯୋଗ

Odisha

ରାମ ମନ୍ଦିର ପରିସରରେ ଦୂର୍ବୃତ୍ତ ଗୋ ମାଂସ ପକାଇଥିବା ଅଭିଯୋଗ

Swayangprajna Mishra
Browse all articles by Swayangprajna Mishra
·2 years ago
ରାମ ମନ୍ଦିର ପରିସରରେ ଦୂର୍ବୃତ୍ତ ଗୋ ମାଂସ ପକାଇଥିବା ଅଭିଯୋଗ

କଟକ : ନିଆଳି ସ୍ଥିତ ରାମ ମନ୍ଦିର ପରିସର ରେ କେହି ଦୂର୍ବୁର୍ତ୍ତ ଗୋ ମାଂସ ପକାଇଥିବା ନିଆଳି ଥାନା ରେ ଅଭିଯୋଗ ହୋଇଛି . ଆଜି ଭୋରୁ ପ୍ରାୟ 5.30ରେ ପୂଜକ ପୂଜା କରୁଥିବା ସମୟରେ କେହି ଦୂର୍ବୁର୍ତ୍ତ ମନ୍ଦିର ପରିସରକୁ ଗୋ ମାଂସ ପକାଇଥିବା ଅଭିଯୋଗ କରିଛନ୍ତି . 

ଅଧିକ ପଢନ୍ତୁ: ପୁରୀ ଜିଲ୍ଲା ନିମାପଡାରୁ ଜବତ ହେଲା ଗୋ ମାଂସ

ବିଶ୍ଵ ହିନ୍ଦୁ ପରିଷଦର ସଭ୍ୟ ଆଲୋକ ନାୟକ ନିଆଳି ଗୋମାଂସ ବେପାର ପେଣ୍ଠସ୍ଥଳ ପାଲଟିଛି ବୋଲି କହିଛନ୍ତି ଏବଂ ପୋଲିସ ତଦନ୍ତ କରି ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି . ସେପଟେ ମୁସଲମାନ ସମ୍ପ୍ରଦାୟର ମୂରବୀ ମାନେ ମଧ୍ୟ ଏଭଳି କାର୍ଯ୍ୟ କରି ନିଆଳିର ଭାଇଚାରାକୁ ନଷ୍ଟ କରୁଥିବାରୁ ନିନ୍ଦା ପ୍ରକଟ କରିଛନ୍ତି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଓଡିଶା ଖବର ଆହୁରି ପଢନ୍ତୁ .

Sponsored
There is an allegation of throwing meat in the Ram temple premises | Argus English