ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ବୁଲୁଥିବା ଅର୍ପଣ ରଥକୁ ଚାରିଆଡେ ହେଉଛି ବିରୋଧ
·2 years ago

ଅର୍ଗସ ବ୍ୟୁରୋ: ଅର୍ପଣ ରଥକୁ ଚାରିଆଡେ ବିରୋଧ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ବୁଲୁଥିବା ଅର୍ପଣ ରଥକୁ ଚାରିଆଡେ ହେଉଛି ବିରୋଧ । ପୁରୀରେ ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ କୁ ବିରୋଧ। ପାଣ୍ଡିଆନ ଗୋ ବ୍ୟାକ ନାରା ଦେଲା ଛାତ୍ର କଂଗ୍ରେସ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଅର୍ପଣ ରଥ ବୁଲେଇ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି କୁ ଅପମାନ କରାଯାଇଛି ବୋଲି ଛାତ୍ର କଂଗ୍ରେସ ଅଭିଯୋଗ କରିଛି । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖ ରେ ପଣ୍ଡିଆନ ଙ୍କୁ କଳା ପତାକା ଦେଖାଇଛି ଛାତ୍ର କଂଗ୍ରେସ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: