Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ବାହା ହେବାକୁ ମନା କରିବାରୁ ଠେଙ୍ଗାରେ ପିଟିଲେ ଯୁବକ   

Odisha

ବାହା ହେବାକୁ ମନା କରିବାରୁ ଠେଙ୍ଗାରେ ପିଟିଲେ ଯୁବକ   

Manini Pattanayak
Browse all articles by Manini Pattanayak
·2 years ago·1 min read
ବାହା ହେବାକୁ ମନା କରିବାରୁ ଠେଙ୍ଗାରେ ପିଟିଲେ ଯୁବକ   

ବାଲେଶ୍ୱର:  ବାହା ହେବାକୁ ପ୍ରସ୍ତାବ.. ପ୍ରତ୍ୟାଖ୍ୟାନ କଲେ ଯୁବତୀ। ତାପରେ  ଯୁବତୀଙ୍କୁ ବିଚ୍‌ ରାସ୍ତାରେ ଠେଙ୍ଗାରେ  ନିର୍ଦ୍ଧୁମ ଛେଚିଲେ ଯୁବକ।  କ'ଣ ପାଇଁ ମୋତେ ବାହା ହେବୁନୁ ତୁ ? ଯୁବତୀ ଜଣଙ୍କ ସିଧା ସିଧା କହିଥିଲେ ମୋ ମାା ରାଜି ହେଉନି ତୁମକୁ ବାହା ହେବା ପାଇଁ । ମୋ ମା ଯେପର୍ଯ୍ୟନ୍ତ ରାଜି ନ ହୋଇଛି ମୁଁ ତୁମକୁ ବାହା ହେଇପାରିବିନି। ଏତିକିରେ ଯୁବକ ରଙ୍କ ଉତକ୍ଷିପ୍ତ ହୋଇ ଯୁବତୀଙ୍କୁ ପିଟିଥିଲେ।

ମାଡ ତ ମାରିଲେ ତା ସହ  ଯୁବତୀଙ୍କ ଠାରୁ ୫୦ ହଜାର ଛଡାଇନେଲେ ବୋଲି କହିଛନ୍ତି  ପିଡିତାଙ୍କ ମା  ପୀଡିତା ଭାରତୀ  କିଛି ବର୍ଷ ତଳେ ଅନ୍ୟ ଏକ ଯୁବକଙ୍କୁ ବିବାହ କରିଥିଲେ । ହେଲେ କୌଣସି କାରଣରୁ ଭାରତୀ ବାପ ଘରେ ରହି ଆସୁଥିଲେ। ଏହିସମୟରେ ସମ୍ପର୍କୀୟ ମାମୁଁ ଙ୍କ ଏକତରଫା ପ୍ରେମକୁ ଗ୍ରହଣ କରିଲେନି ଯୁବତୀ। ଯାହାଦ୍ୱାରା ଅତି ଅମାନୁଶିକ ଭାବେ ପିଟିଥିଲେ ଯୁବକ।  ଏହି ଏକ  ତରଫା ପ୍ରେମର  କରୁଣ ପରିଣତି ଦେଖିବାକୁ ମିଳିଛି ସୋର ବ୍ଲକ ତଳନଗର ପଂଚାୟତରେ।   ଏବେ ଯୁବତୀ ଜଣଙ୍କ  ଗୁରୁତର ହୋଇ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଅଧିକ  ଦେଖନ୍ତୁ : 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The young man beat the young woman for refusing marry in balasore | Argus English