|
logo
Live

Argus News - ଆଗାମୀ ଦୁଇ ଦିନ ପାଗ ଶୁଖିଲା, ୫ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭବନା

Odisha

ଆଗାମୀ ଦୁଇ ଦିନ ପାଗ ଶୁଖିଲା, ୫ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭବନା

Jitendra Dash
Browse all articles by Jitendra Dash
·2 years ago·1 min read
ଆଗାମୀ ଦୁଇ ଦିନ ପାଗ ଶୁଖିଲା, ୫ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭବନା

ଅର୍ଗସ ବ୍ୟୁରୋ : ଆଗାମୀ ଦୁଇ ଦିନ ରାଜ୍ୟରେ ଶୁଖିଲା ପାଗ । ଡିସେମ୍ବର ୪ ତାରିଖରୁ କିଛି ସ୍ଥାନରେ ଏବଂ ଡିସେମ୍ବର ୫ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭବନା । କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବଙ୍ଗୋପସାଗରରେ  ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅବପାତରେ ପରିଣତ ହୋଇ  ଡିପ୍ ଡିପ୍ରେସନରେ ରହିଛି ଏବଂ ଚେନ୍ନାଇରୁ ୭୮୦ କିମି ଦୂରରେ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । 

ଅଧିକ ପଢନ୍ତୁ : ଅବପାତ ପ୍ରଭାବରେ ଓଡ଼ିଶାରେ ବର୍ଷା ସମ୍ଭାବନା : ସିଇସି

ପରବର୍ତ୍ତୀ ସମୟରେ ଏହା ବାତ୍ୟାର ରୂପ ନେଇ ଡିସେମ୍ବର ୪ ତାରିଖ ସନ୍ଧ୍ୟାରେ ଲ୍ୟାଣ୍ଡଫଲ୍ କରିବ । ଓଡ଼ିଶାରେ ଏହାର ବିଶେଷ ପ୍ରଭାବ ନାହିଁ । ବାତ୍ୟା ପ୍ରଭାବରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।  ବାତ୍ୟା ପାଇଁ ଡିସେମ୍ବର ୪ ତାରିଖରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟରେ ପ୍ରବେଶ କରିବାକୁ ମନା କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଆଗାମୀ ଦୁଇ ଦିନ ପାଗ ଶୁଖିଲା, ୫ରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭବନା | Argus English