|
logo
Live

Argus News - ଚାଷୀଙ୍କ ପାଇଁ ଦିଆଯାଇଥିବା ପିକଅପ୍ ଭ୍ୟାନର ଶୁଭାରମ୍ଭ କରଛନ୍ତି କେନ୍ଦ୍ରମନ୍ତ୍ରୀ

Odisha

ଚାଷୀଙ୍କ ପାଇଁ ଦିଆଯାଇଥିବା ପିକଅପ୍ ଭ୍ୟାନର ଶୁଭାରମ୍ଭ କରଛନ୍ତି କେନ୍ଦ୍ରମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·2 years ago
ଚାଷୀଙ୍କ ପାଇଁ ଦିଆଯାଇଥିବା ପିକଅପ୍ ଭ୍ୟାନର ଶୁଭାରମ୍ଭ କରଛନ୍ତି କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଦୁଇ ଦିନିଆ ସମ୍ବଲପୁର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜଲନ ପଡିଆରେ ଏକ ଆମ୍ବୁଲାନ୍ସ ଓ ଏକ ଭ୍ୟାକ୍ସିନ ଭ୍ୟାନ ସହ ନାବାର୍ଡ ତରଫରୁ ଚାଷୀଙ୍କ ପାଇଁ ଦିଆ ଯାଇଥିବା ଏକ ପିକଅପ୍ ଭ୍ୟାନର ଶୁଭାରମ୍ଭ କରଛନ୍ତି କେନ୍ଦ୍ରମନ୍ତ୍ରୀ । ଏସବିଆଇ ଦ୍ବାରା ଆୟୋଜିତ ଋଣ ମେଳାରେ ଯୋଗଦେବା ସହ ଋଣ ସମ୍ପ୍ରସାରଣ ମେଳର ମଧ୍ୟ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ । ଅପରାହ୍ନରେ ଢେଙ୍କାନାଳର ପଲ୍ଲୀଶ୍ରୀ ମେଳା ଗ୍ରାଉଣ୍ଡରେ ଆୟୋଜିତ ଋଣ ମେଳା କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ । ସେହିପରି ଆସନ୍ତାକାଲି ମଧ୍ୟ ସମ୍ବଲପୁରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଚାଷୀଙ୍କ ପାଇଁ ଦିଆଯାଇଥିବା ପିକଅପ୍ ଭ୍ୟାନର ଶୁଭାରମ୍ଭ କରଛନ୍ତି କେନ୍ଦ୍ରମନ୍ତ୍ରୀ | Argus English