|
logo
Live

Argus News - ପୋଲିସ ଘରେ ଲୁଚିଥିଲା ଚୋର

Odisha

ପୋଲିସ ଘରେ ଲୁଚିଥିଲା ଚୋର

Swayangprajna Mishra
Browse all articles by Swayangprajna Mishra
·2 years ago
ପୋଲିସ ଘରେ ଲୁଚିଥିଲା ଚୋର

ବଲାଙ୍ଗିର : ବଲାଙ୍ଗିର କାଲସାଏପାଲିରେ ପୋଲିସ ଘରେ ଚୋର। ମୋବାଇଲ ଚୋରି କରିସାରିବା ପରେ ପୁଲିସ ଘରେ ଚୋର ଲୁଚିଥିବା ସନ୍ଦେହ କରିଛନ୍ତି ଗ୍ରାମବାସୀ। ଗାଁ ଲୋକେ ଦୁଇଚୋରଙ୍କୁ ପିଟିବା ପରେ ଦୁଇଜଣ ଚୋର ପୋଲିସ ଘରେ ପଶିଥିବା ଜଣାପଡିଛି।

ଅଧିକ ପଢନ୍ତୁ ଓଡିଶା ଖବର 

ସେପଟେ ନିୟମିତ ଚୋରି ହେଉଥିବାରୁ ଗାଁରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଦୁଇଚୋରଙ୍କୁ ଉଦ୍ଧାର କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ପୋଲିସ ଘରେ ଲୁଚିଥିଲା ଚୋର | Argus English