Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ହାଫ୍‌ ଡେ ଛୁଟି ଘୋଷଣା କଲେ ରାଜ୍ୟ ସରକାର

Odisha

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ହାଫ୍‌ ଡେ ଛୁଟି ଘୋଷଣା କଲେ ରାଜ୍ୟ ସରକାର

Banajyotshna Ray
Browse all articles by Banajyotshna Ray
·2 years ago
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ହାଫ୍‌ ଡେ ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଅର୍ଗସ ବ୍ୟୁରୋ:  ଜାନୁଆରୀ ୨୨ରେ ହାଫ୍‌ ଡେ ଛୁଟି । କେନ୍ଦ୍ର ସରକାରଙ୍କ ପରେ ମଧ୍ୟ ରାଜ୍ୟ ସରକାର ଘୋଷଣା କଲେ ହାଫ୍‌ ଡେ ଛୁଟି। ଜାନୁଆରୀ ୨୨ରେ ହାଫ୍‌ ଡେ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପାଇଁ ଛୁଟି ଘୋଷଣା କଲେ ରାଜ୍ୟ ସରକାର। ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଜାନୁଆରୀ ୨୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ଯାହାକୁ ଅପେକ୍ଷା କରି ରହିଛନ୍ତି ବିଶ୍ୱବାସୀ।  ଜାନୁଆରୀ ୨୨ରେ ୨ଟା ୩୦ ପର୍ଯ୍ୟନ୍ତ ଛୁଟି ଘୋଷଣା।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The state government announced a half-day holiday to honor the ayodhya of Ram Lalla | Argus English