Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରାଜ୍ୟ କର୍ଯ୍ୟକାରିଣୀ ବୈଠକ, ତିନୋଟି ପର୍ଯ୍ୟାୟରେ ବସିବ ବୈଠକ

Odisha

ରାଜ୍ୟ କର୍ଯ୍ୟକାରିଣୀ ବୈଠକ, ତିନୋଟି ପର୍ଯ୍ୟାୟରେ ବସିବ ବୈଠକ

Banajyotshna Ray
Browse all articles by Banajyotshna Ray
·2 years ago
ରାଜ୍ୟ କର୍ଯ୍ୟକାରିଣୀ ବୈଠକ, ତିନୋଟି ପର୍ଯ୍ୟାୟରେ ବସିବ ବୈଠକ

ଅର୍ଗସ ବ୍ୟୁରୋ:  ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ କର୍ଯ୍ୟକାରିଣୀ ବୈଠକ । ଭୁବନେଶ୍ୱର ମଞ୍ଚେଶ୍ୱରରେ ବସିଛି ବୈଠକ। ତିନୋଟି ପର୍ଯ୍ୟାୟରେ ବସିବ ବୈଠକ । ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ଵାଳ, ପୂର୍ବତନ ସଭାପତି ସମୀର ମହାନ୍ତି ଏବଂ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଉପସ୍ଥିତ । ଓବିସି ମୋର୍ଚ୍ଚାର ସମସ୍ତ ପଦାଧିକାରୀ ଏବଂ ଜିଲ୍ଲା ସଭାପତି ଉପସ୍ଥିତ । ୨୪ ନିର୍ବାଚନରେ ରଣନୀତି ନେଇ ହେବ ଆଲୋଚନା । ରାଜନୈତିକ ଚିଠା ପ୍ରସ୍ତାବ ନେଇ ମଧ୍ୟ କାର୍ଯ୍ୟକାରିଣୀ ବୈଠକରେ ବିସ୍ତୃତ ଆଲୋଚନା ହେଉଛି । ରାଜ୍ୟରେ ଓବିସିଙ୍କୁ ଅବହେଳା, ସଂରକ୍ଷଣ ଦାବିକୁ ପୁଣି ଜୋରଦାର କରିବ ବିଜେପି ଓବିସି ମୋର୍ଚ୍ଚା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The state executive meeting will be held in three phases | Argus English