|
logo
Live

Argus News - ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ରାଜ୍ୟର ବିଜେପି ନେତା 

Odisha

ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ରାଜ୍ୟର ବିଜେପି ନେତା 

Manini Pattanayak
Browse all articles by Manini Pattanayak
·2 years ago
ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ରାଜ୍ୟର ବିଜେପି ନେତା 

ଭୁବନେଶ୍ୱର: ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ରାଜ୍ୟର ବିଜେପି ନେତା। ମୋଦି ଓ ଶାହଙ୍କୁ ଭେଟି ରାଜ୍ୟ ରାଜନୀତି ସମ୍ବନ୍ଧରେ ଆଲୋଚନା କରିବେ ବିଜେପିର ସାଂସଦ ଓ ବିଧାୟକ। ଆଗାକୁ ନିର୍ବାଚନ ପାଖେଇ ଆସୁଥିବାରୁ ବିଜେପି ଶିବିରରେ ହୋଇପାରେ ରଣନୀତି ପ୍ରସ୍ତୁତ।

ଆଗାମୀ ନିର୍ବାଚନକୁ ନେଇ ରାଜ୍ୟ ନେତୃବୃନ୍ଦଙ୍କୁ ଗୁରୁମନ୍ତ୍ର ଦେଇପାରନ୍ତି ଦଳର ଶୀର୍ଷ ନେତୃତ୍ବ। 
ହିନ୍ଦୀ ହାର୍ଟଲାଣ୍ଡରେ ବଡ଼ ବିଜୟ ପରେ ଆଗାମୀ ନିର୍ବାଚନକୁ ନେଇ ବିଜେପି ଶିବିରରେ ତତ୍ପରତା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି। କିଛି ଦିନ ତଳେ ରାଜ୍ୟ ବିଜେପି ସଭାପତି ଦିଲ୍ଲୀ ଯାଇ ଦଳର ଶୀର୍ଷ ନେତୃତ୍ବଙ୍କୁ ଭେଟିଥିବା ବେଳେ ଏବେ ସମସ୍ତ ବିଧାୟକ ଓ ସାଂସଦ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ରାଜ୍ୟର ବିଜେପି ନେତା  | Argus English