ରାମଚଣ୍ଡୀ ମନ୍ଦିର ଉନ୍ନତି ପାଇଁ ସରକାଙ୍କର ଅବହେଳାଙ୍କୁ ନେଇ ଅଞ୍ଚଳବାସୀଙ୍କ କ୍ଷୋବ
·2 years ago

ଢେଙ୍କାନାଳ : ପବିତ୍ର ମକର ସଂକ୍ରାନ୍ତୀରେ ଉତ୍ସବମୂଖର ହୋଇ ଉଠିଛି ଭୁବନର ମା ସିଦ୍ଧ ରମଚଣ୍ଡୀଙ୍କ ପୀଠ। ଶହଶହ ବର୍ଷତଳୁ ମାଙ୍କ ପୀଠରେ ପୂଜାର୍ଚ୍ଚନା ଚାଲୁଥିବା ବେଳେ ଆଖପାଖ ଅଞ୍ଚଳରୁ ହଜାର ହଜାଳ ଶ୍ରଦ୍ଧାଳୁଙ୍କ ଭିଡ ପ୍ରତିବର୍ଷ ଜମିଥାଏ। ତେବେ ମାଙ୍କ ଦର୍ଶନ ସହିତ ଭାରତୀ ପାହାଡ ଚଢି ଶ୍ରଦ୍ଧାଳୁ ମାନେ ବେଶ ଆନନ୍ଦ ପାଇଥାନ୍ତି।
ଅଧିକ ପଢନ୍ତୁ ଓଡିଶା ଖବର
ତେବେ ବର୍ତ୍ତମାନ ରାଜ୍ୟର କୋଣଅନୁକୋଣରେ ମଠ ମନ୍ଦିର ଗୁଡିକର ଉନ୍ନତି କରଣ ପାଇଁ ଲକ୍ଷାଧୀକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ମା ସିଦ୍ଧ ରାମଚଣ୍ଡୀଙ୍କ ମନ୍ଦିର ପ୍ରତି ସରକାଙ୍କର ଦୃଷ୍ଟି ନପଡିବାକୁ ନେଇ ଅଞ୍ଚଳବାସୀ କ୍ଷୋବ ପ୍ରକାଶ କରିଛନ୍ତି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: