Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବିଧାନସଭା ଆରମ୍ଭରୁ ହଟ୍ଟଗୋଳ, ଦିନ ୧୨ ଟା ପର୍ଯ୍ୟନ୍ତ ଗୃହ ମୁଲତବି

Odisha

ବିଧାନସଭା ଆରମ୍ଭରୁ ହଟ୍ଟଗୋଳ, ଦିନ ୧୨ ଟା ପର୍ଯ୍ୟନ୍ତ ଗୃହ ମୁଲତବି

Swayangprajna Mishra
Browse all articles by Swayangprajna Mishra
·2 years ago
ବିଧାନସଭା ଆରମ୍ଭରୁ ହଟ୍ଟଗୋଳ, ଦିନ ୧୨ ଟା ପର୍ଯ୍ୟନ୍ତ ଗୃହ ମୁଲତବି

ଅର୍ଗସ ବ୍ୟୁରୋ :  ବିଧାନସଭାରେ ଦିନ ୧୨ ଟା ପର୍ଯ୍ୟନ୍ତ ଗୃହ ମୁଲତବି . ଆଦିବାସୀ ଜମି ହସ୍ତାନ୍ତର ଅଧ୍ୟାଦେଶ କ୍ୟାବିନେଟ ରେ ପାରିତ ହେବା ଓ ସ୍ତଗୀତ ହେବାକୁ ନେଇ ବିଧାନସଭାରେ ହଟ୍ଟଗୋଳ । ବିରୋଧୀଙ୍କ ଅଭିଯୋଗ, ଆଦିବାସୀଙ୍କ ଜମି ହଡ଼ପ ପାଇଁ ଯୋଜନା କରିଛନ୍ତି ସରକାର ।

ଅଧିକ ପଢନ୍ତୁ : ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଦ୍ବିତୀୟ ଦିନ

ବାଚସ୍ପତିଙ୍କ ପୋଡ଼ିୟମ ତଳେ ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନଙ୍କ ହଟଗୋଳ । ପେସା ଆଇନ ଲାଗୁ ପାଇଁ ଦାବି । ବିଜେପି ସଦସ୍ୟ ଆଦିବାସୀ କପଡାରେ ବୁଣା ଯାଇଥିବା ଉତ୍ତରୀୟ ପକେଇ କି ଗୃହକୁ ପ୍ରବେଶ କରିଥିଲେ । ଯାହାକୁ ନେଇ ଗୃହକୁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି. 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The House will adjourn till 12:00 PM in the Assembly | Argus English