Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଆଠ ଦିନର ଶିଶୁ ପୁତ୍ର ସହ ମା'କୁ ହସପିଟାଲରେ ଛାଡ଼ି ପରିବାର ଫେରାର୍

Odisha

ଆଠ ଦିନର ଶିଶୁ ପୁତ୍ର ସହ ମା'କୁ ହସପିଟାଲରେ ଛାଡ଼ି ପରିବାର ଫେରାର୍

Jitendra Dash
Browse all articles by Jitendra Dash
·2 years ago
ଆଠ ଦିନର ଶିଶୁ ପୁତ୍ର ସହ ମା'କୁ ହସପିଟାଲରେ ଛାଡ଼ି ପରିବାର ଫେରାର୍

ଅର୍ଗସ ବ୍ୟୁରୋ : ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହୃଦୟ ବିଦାର ଦୃଶ୍ୟ । ଆଠ ଦିନର ଶିଶୁ ପୁତ୍ର ସହ ମା' କୁ  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଛାଡି  ପରିବାର ଲୋକେ ଫେରାର । ମେଡିକାଲରେ ଛୁଆକୁ ଧରି କାନ୍ଦୁଛି  ମା' ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

କେନ୍ଦ୍ରାପଡା ଆଳି ବ୍ଲକ ଦେସାହି ପଂଚାୟତ କେତୁଆପାଳ ନାଗାମଠ ଗ୍ରାମର ଡଲି ମଲ୍ଲିକଙ୍କ ପ୍ରସବ ହେଲାପରେ ତାଙ୍କ ଶାଶୁ ଘର ପରିବାର ମେଡିକାଲରେ ଛାଡ଼ି ପଲାଇଛନ୍ତି । ତେବେ ମେଡିକାଲରେ ଛୁଆକୁ ଧରି  ଡଲି କାନ୍ଦୁଥିବା ବେଳେ ସ୍ଥାନୀୟ ଟାଉନ ଥାନା ଅଧିକାରୀ ମା ଏବଂ ଛୁଆକୁ ସୁରକ୍ଷିତ ଭାବେ ନେଇ ୱାନଷ୍ଟପ ସେଣ୍ଟରରେ ହସ୍ତାନ୍ତର କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
The family left the mother in the hospital with her eight-day-old son | Argus English