Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଫେବ୍ରୁଆରୀ ୨୦ରୁ ଆରମ୍ଭ ହୋଇ ମାର୍ଚ୍ଚ  ୪ ପର୍ଯ୍ୟନ୍ତ ଚାଲି ଦଶମ ପରୀକ୍ଷା 

Odisha

ଫେବ୍ରୁଆରୀ ୨୦ରୁ ଆରମ୍ଭ ହୋଇ ମାର୍ଚ୍ଚ  ୪ ପର୍ଯ୍ୟନ୍ତ ଚାଲି ଦଶମ ପରୀକ୍ଷା 

Manini Pattanayak
Browse all articles by Manini Pattanayak
·2 years ago
ଫେବ୍ରୁଆରୀ ୨୦ରୁ ଆରମ୍ଭ ହୋଇ ମାର୍ଚ୍ଚ  ୪ ପର୍ଯ୍ୟନ୍ତ ଚାଲି ଦଶମ ପରୀକ୍ଷା 

 ଭୁବନେଶ୍ୱର:  ଫେବ୍ରୁଆରୀ ୨୦ରୁ ମାଟ୍ରିକ ପରୀକ୍ଷା ।  ପ୍ରେସମିଟ୍‌ କରି  ସୂଚନା ଦେଲା  ମାଧ୍ୟମିକ ଶିକ୍ଷା ପରିଷଦ।   ଫେବ୍ରୁଆରୀ ୨୦ରୁ ଆରମ୍ଭ ହୋଇ ମାର୍ଚ୍ଚ  ୪ ତାରିଖ ପର୍ଯ୍ୟନ୍ତ ଚାଲିବ  ଦଶମ ପରୀକ୍ଷା।  ୨୦ ରେ ସାହିତ୍ୟ,  ୨୩ ରେ ଇଂରାଜୀ ପରୀକ୍ଷା, ୨୬ରେ ଗଣିତ,  ୨୮ରେ ସଂସ୍କୃତ ପରୀକ୍ଷା, ୨ ମାର୍ଚ୍ଚରେ ସାଧାରଣ ବିଜ୍ଞାନ, ୪ରେ ସାମାଜିକ ବିଜ୍ଞାନ ପରୀକ୍ଷ  କରାଯିବ ।୨୯୯୧ କେନ୍ଦ୍ରରେ ପରୀକ୍ଷା  ଦେବେ ୫ ଲକ୍ଷ ୫୧ ହଜାର ୬୧୧ ପିଲା।  ସେହିପରି ମାର୍ଚ୍ଚ ୧୫ରୁ ମାଟ୍ରିକ ଖାତା ଦେଖା।   

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The 10th exam started from February 20th to March 4th | Argus English