|
logo
Live

Argus News - ଦୁର୍ବୃତ୍ତଙ୍କ ଆତଙ୍କରାଜ, ଜେସିବି ଲଗାଇ ଘର ଭାଙ୍ଗିଦେଲେ ୧୦ରୁ ଅଧିକ ଦୁର୍ବୁତ୍ତ 

Odisha

ଦୁର୍ବୃତ୍ତଙ୍କ ଆତଙ୍କରାଜ, ଜେସିବି ଲଗାଇ ଘର ଭାଙ୍ଗିଦେଲେ ୧୦ରୁ ଅଧିକ ଦୁର୍ବୁତ୍ତ 

Manini Pattanayak
Browse all articles by Manini Pattanayak
·2 years ago
ଦୁର୍ବୃତ୍ତଙ୍କ ଆତଙ୍କରାଜ, ଜେସିବି ଲଗାଇ ଘର ଭାଙ୍ଗିଦେଲେ ୧୦ରୁ ଅଧିକ ଦୁର୍ବୁତ୍ତ 

ପୁରୀ:  ପୁରୀ ନିମାପଡ଼ା ଗୋଲେଇ ଛକ ସିଦ୍ଧେଶ୍ବର ମଣ୍ଡପ ଗଳିରେ ଦୁର୍ବୃତ୍ତଙ୍କ ଆତଙ୍କରାଜ । ମାରଣାସ୍ତ୍ର ଧରି ମହିଳାଙ୍କୁ ଅସଦାଚରଣ । ଡକାୟତି ଓ ହତ୍ୟା ଉଦ୍ୟମ ବିଫଳ ପରେ ବ୍ୟାପକ ଭଙ୍ଗାରୁଜା ।

ଜେସିବି ଲଗାଇ ଘର ଭାଙ୍ଗିଦେଲେ ୧୦ରୁ ଅଧିକ ଦୁର୍ବୁତ୍ତ I ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଘଟଣା ଘଟିଥିବା ସୂଚନା । ଥାନାରେ ଅଭିଯୋଗ । ପୋଲିସ ସୁରକ୍ଷା ଦେବା ସହ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନ ନେଲେ ଥାନା ଆଗରେ ପୂରା ପରିବାର ଆତ୍ମାହୁତି ଦେବାକୁ ଚେତାବନୀ ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଦୁର୍ବୃତ୍ତଙ୍କ ଆତଙ୍କରାଜ, ଜେସିବି ଲଗାଇ ଘର ଭାଙ୍ଗିଦେଲେ ୧୦ରୁ ଅଧିକ ଦୁର୍ବୁତ୍ତ  | Argus English