|
logo
Live

Argus News - ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ମଜା ଉଡାଇଲେ ଭ୍ୟୁୟର୍ସ

Odisha

ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ମଜା ଉଡାଇଲେ ଭ୍ୟୁୟର୍ସ

Banajyotshna Ray
Browse all articles by Banajyotshna Ray
·2 years ago
ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ମଜା ଉଡାଇଲେ ଭ୍ୟୁୟର୍ସ

ଅର୍ଗସ ବ୍ୟୁରୋ: ସୋସିଆଲ ମିଡିଆରେ ପ୍ରଥା ସିନେମା ପ୍ରଯୋଜକ ସୋମଲିଶାଙ୍କୁ ଟାର୍ଗେଟ । ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ମଜା ଉଡାଇଲେ ଭ୍ୟୁୟର୍ସ । ଯାହାକୁ ନେଇ ମହିଳା ଓ ଶିଶୁ ବିକାଶ, ମିଶନଶକ୍ତି ସଚିବ ଶୁଭା ଶର୍ମାଙ୍କୁ ଭେଟିଛନ୍ତି  ସୋମଲିଶା । ତାଙ୍କ ଫିଲ୍ମକୁ ବିରୋଧ ଘଟଣା ଓ ସୋସିଆଲ ମିଡିଆରେ ତାଙ୍କୁ ଆପତ୍ତିଜନକ କମେଣ୍ଟ ଦେଉଥିବା ଲୋକଙ୍କ ବିରୋରେ କାର୍ଯ୍ୟାନୁଷ୍ଠାନ ପାଇଁ ସଚିବଙ୍କୁ ଚିଠି ଦେଇ ଅନୁରୋଧ କରିଛନ୍ତି ।

ପଞ୍ଚିମ ଓଡ଼ିଶା ଓ ଉପକୂଳ ଓଡିଶା ମଧ୍ୟରେ ଉପୁଜିଥିବା ଚଳଚ୍ଚିତ୍ର ବିବାଦର ଶୀଘ୍ର ସମାଧାନ ନକଲେ ବିଧାନସଭା ଆଗରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ସୋମଲିଶା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ମଜା ଉଡାଇଲେ ଭ୍ୟୁୟର୍ସ | Argus English