Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୋଙ୍ଗଲ କାର୍ଯ୍ୟକ୍ରମରେ ତାରାଙ୍କ ଜବରଦସ୍ତ ଡ୍ୟାନ୍ସ

Odisha

ପୋଙ୍ଗଲ କାର୍ଯ୍ୟକ୍ରମରେ ତାରାଙ୍କ ଜବରଦସ୍ତ ଡ୍ୟାନ୍ସ

Ritu Das
Browse all articles by Ritu Das
·2 years ago·1 min read
ପୋଙ୍ଗଲ କାର୍ଯ୍ୟକ୍ରମରେ ତାରାଙ୍କ ଜବରଦସ୍ତ ଡ୍ୟାନ୍ସ

ଅର୍ଗସ ବ୍ୟୁରୋ: ଗୀତ ଯେମିତି ବାଜୁଛି, ତାରା ସେମିତି ନାଚୁଛନ୍ତି । ନାଟୁ ନାଟୁ ଗୀତରେ ତାରାଙ୍କ ନାଚ ଏକ ଦମ mind blowing. ମନଖୋଲା, ହୃଦୟ ଖୋଲା ଡ୍ୟାନ୍ସ ଦେଖିବା ପରେ ଆପଣ ବି ତାଜୁବ ହେବ। ଆଉ କହିବେ, ତାରା କାହିଁକି ଏମିତି ନାଚୁଛନ୍ତି ? ହେଲେ ଦର୍ଶକବନ୍ଧୁ ଆପଣ ଆଗେ ଦେଖନ୍ତୁ ସେ କେମିତି ନାଚୁଛନ୍ତି । ପରେ ଆମେ ପୁରା ଘଟଣା ଆପଣଙ୍କୁ କହିବୁ। 

ପୋଙ୍ଗଲ ଅବସରରେ ଜୟପୁର ନାରାୟଣୀ କଲେଜରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ତେଲୁଗୁ ଗାୟକ, କଳାକାର ସାମିଲ ହୋଇଥିଲେ। ଏହି କାର୍ଯକ୍ରମକୁ ଦେଖିବାକୁ ହଜାର ହଜାର ଲୋକ ସାମିଲ ହୋଇଥିଲେ। କିନ୍ତୁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ତାରାଙ୍କ ଡ୍ୟାନ୍ସ।
କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ନିଜର ରୋକଠୋକ ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ରାଜନୀତିରେ ସବୁବେଳେ ସରକାରଙ୍କୁ ଘେରୁଥିବା ତାରା ଭଲ ନାଚିପାରନ୍ତି ବୋଲି ସମସ୍ତଙ୍କୁ ଜଣା । କିନ୍ତୁ ଏବେ ତାଙ୍କର ଭିଡିଓ କମାଲ କରିଛି। ଆନ୍ନା ପାଲଟିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ଧୋତି ପିନ୍ଧି ତେଲୁଗୁ ସୁପରଷ୍ଟାରଙ୍କ ସହ ନାଚିଲେ ତାରା। ଦୁଲୁକିଲା ମଞ୍ଚ। ମଞ୍ଚରେ ତେଲୁଗୁ କମେଡି କିଙ୍ଗ ଅଲି ଗାରୁ କହିଲେ ବେଷ୍ଟ mla of ଓଡ଼ିଶା। 

ଅଧିକ ପଢ଼ନ୍ତୁ ରାଜନୀତି ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Tara's awesome | Argus English