ଓଡିଶାରେ କାଶ୍ମୀର ଆତଙ୍କବାଦୀ !
·2 years ago

ଅର୍ଗସ ବ୍ୟୁରୋ: ସୟଦ ଇସାନ ବୁଖାରୀକୁ ଗିରଫ କରିଛି କ୍ରାଇମବ୍ରାଞ୍ଚର STF ଟିମ୍ । ଯାଜପୁର ଧର୍ମଶାଳାରୁ ଗିରଫ ହୋଇଛି ସନ୍ଦିଗ୍ଧ ଆତଙ୍କୀ । ସନ୍ଦିଗ୍ଧ ଯୁବକ ପାଖରୁ 100ରୁ ଅଧିକ ଡକ୍ୟୁମେଣ୍ଟ ଜବତ। ଏକାଧିକ ଫେକ୍ ଆଡିକାର୍ଡ, ଏଟିଏମ କାର୍ଡ,ଆଧାରକାର୍ଡ ଏବଂ ଚେକ୍ ଜବତ । ନିଜକୁ ନ୍ଯୁରୋ ଡାକ୍ତର ଏବଂ NIAର ଅଧିକାରୀ କହି ଠକେଇ କରୁଥିଲା ଯୁବକ । ଦେଶର ବିଭିନ୍ନ ସ୍ଥାନରେ 6ରୁ 7 ଜଣଙ୍କୁ ବିବାହ କରିଛି ସନ୍ଦିଗ୍ଧ ଯୁବକ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: