Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ସ୍ତ୍ରୀ ଉପରେ ସନ୍ଦେହ, ମୁଣ୍ଡ କାଟିଦେଲା ସ୍ବାମୀ

Odisha

ସ୍ତ୍ରୀ ଉପରେ ସନ୍ଦେହ, ମୁଣ୍ଡ କାଟିଦେଲା ସ୍ବାମୀ

Swayangprajna Mishra
Browse all articles by Swayangprajna Mishra
·2 years ago
ସ୍ତ୍ରୀ ଉପରେ ସନ୍ଦେହ, ମୁଣ୍ଡ କାଟିଦେଲା ସ୍ବାମୀ

ନୟାଗଡ : ସ୍ତ୍ରୀର କଟାମୁଣ୍ଡଧରି ଥାନାରେ ପହଞ୍ଚିଲେ ସ୍ବାମୀ । ବାଣିଗୋଛା ଥାନା ବିଡ଼ାପାଜୁ ଗ୍ରାମର ଅର୍ଜୁନ ବାଘ ସ୍ତ୍ରୀକୁ ହତ୍ୟାକରୀ କଟାମୁଣ୍ଡ ଧରି ବାଣୀଗୋଛା ଥାନାରେ ପହଞ୍ଚିଥିବା ସୂଚନା । ପରକ୍ରିୟା ପ୍ରୀତିକୁ ସନ୍ଦେହ କରି ସ୍ତ୍ରୀକୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି  l ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ କରିଛି ଅଭିଯୁକ୍ତ । 
ତେବେ ତାଙ୍କର ଦୁଇଟି ପୁତ୍ର ସନ୍ତାନ ଥିବା ସୂଚନା ମିଳିଛି । ଅଭିଯୁକ୍ତ ସ୍ବାମୀକୁ ଥଆନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

 

ଅଧିକ ପଢନ୍ତୁ ଓଡିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Suspicious of the wife, the husband cut off his wife head | Argus English