Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ନୂଆ ଦାୟିତ୍ୱ 

Odisha

ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ନୂଆ ଦାୟିତ୍ୱ 

Smruti Parija
Browse all articles by Smruti Parija
·2 years ago
ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ନୂଆ ଦାୟିତ୍ୱ 

ଭୁବନେଶ୍ୱର:  ପୂର୍ବତନ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ନୂଆ ଦାୟିତ୍ୱ । ସିଏମଓର ମୁଖ୍ୟ ଉପଦେଷ୍ଟା ହେଲେ ସୁରେଶ ମହାପାତ୍ର । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ନୂଆ ଦାୟିତ୍ୱ ମିଳିବା ପରେ ସୁରେଶ ମହାପାତ୍ରଙ୍କୁ OERC ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ।  ସିଏମଓର ମୁଖ୍ୟ ଉପଦେଷ୍ଟା ପଦରୁ ଓହରିଛନ୍ତି ଆର.ବାଲକ୍ରିଷ୍ଣନ୍ । ସ୍ପେଶାଲ୍ ଇନିସିଏଟିଭ୍ ରହିବେ ଆର.ବାଲକ୍ରିଷ୍ଣନ୍ । ସେହିପରି ପ୍ରମୁଖ ଉପଦେଷ୍ଟା ପଦରୁ ଇସ୍ତଫା ଦେଲେ ଅସିତ ତ୍ରିପାଠୀ । ଅସିତ୍ ଙ୍କ ଅନୁରୋଧ କ୍ରମେ ସମସ୍ତ ମୁଖ୍ୟ ପରାମର୍ଶଦାତା ପଦରୁ ଅବ୍ୟାହତି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Suresh Mohapatra appointed-as- Chief Advisor of CMO | Argus English