|
logo
Live

Argus News - ଲୁଟେରାଙ୍କ ଟାର୍ଗେଟରେ ଗ୍ରାହକ ସେବା କେନ୍ଦ୍ର, ଲୁଟି ନେଲେ ୩୦ ହଜାର

Odisha

ଲୁଟେରାଙ୍କ ଟାର୍ଗେଟରେ ଗ୍ରାହକ ସେବା କେନ୍ଦ୍ର, ଲୁଟି ନେଲେ ୩୦ ହଜାର

Jitendra Dash
Browse all articles by Jitendra Dash
·2 years ago·1 min read
ଲୁଟେରାଙ୍କ ଟାର୍ଗେଟରେ ଗ୍ରାହକ ସେବା କେନ୍ଦ୍ର, ଲୁଟି ନେଲେ ୩୦ ହଜାର

ଅର୍ଗସ ବ୍ୟୁରୋ : ବନ୍ଧୁକ ମୁନରେ ୩୦ ହଜାର ଲୁଟ । ଧରୁଆଡ଼ିହି ଥାନା ଅନ୍ତର୍ଗତ ସାଲେପାଲି ଗାଁର ମାର୍କେଟ କମ୍ପ୍ଲେକ୍ସରେ ଥିବା ଗ୍ରାହକ ସେବା କେନ୍ଦ୍ରରୁ ୩୦ ହଜାର ଲୁଟ । ଏକ ଆପାଚି ବାଇକରେ ୩ ଜଣ ଆସିଥିଲେ । ୩ ଜଣ ହେଲମେଟ ପିନ୍ଧିଥିଲେ । ବାଇକରେ ଆସି ବନ୍ଧୁକ ଦେଖାଇ ଟଙ୍କା ନେଇଯାଇଛନ୍ତି । ଲୁଟେରାଙ୍କୁ ଧରିବା ପାଇଁ ପୋଲିସର ତନାଘନା । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ଗତମାସ କୂତ୍ରା ଅଞ୍ଚଳରେ ଥିବା ଏକ ଗ୍ରାହକ ସେବା କେନ୍ଦ୍ରରୁ ବନ୍ଧୁକ ଦେଖାଇ ଏକ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ସେହିଭଳି କିଞ୍ଚାରିକେଲା ଥାନା ସିକା ଯୋର ଅଞ୍ଚଳରେ ଥିବା ଏକ ଗ୍ରାହକ ସେବା କେନ୍ଦ୍ରରୁ ଦୁଇ ଲକ୍ଷ ଟଙ୍କା ଲୁଟିବା ସହ ଗ୍ରାହକ ସେବା କେନ୍ଦ୍ରର ମାଲିକଙ୍କୁ ଗୁଳି ମାରିଥିଲେ। ଏହି ସବୁ ଘଟଣାରେ ପୋଲିସକୁ ସଫଳ ମିଳିନଥିବା ବେଳେ । ବର୍ତମାନ ଲୁଟେରାଙ୍କ ଟାର୍ଗେଟରେ ଗ୍ରାହକ ସେବା କେନ୍ଦ୍ର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଲୁଟେରାଙ୍କ ଟାର୍ଗେଟରେ ଗ୍ରାହକ ସେବା କେନ୍ଦ୍ର, ଲୁଟି ନେଲେ ୩୦ ହଜାର | Argus English