Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରାଜ୍ୟର ସମସ୍ତ ଯୋଜନା ବିଜେଡିକରଣ କରିବାରେ ବ୍ୟସ୍ତ ରାଜ୍ୟ ସରକାର: ଅଭିଳାଷ ପଣ୍ଡା

Odisha

ରାଜ୍ୟର ସମସ୍ତ ଯୋଜନା ବିଜେଡିକରଣ କରିବାରେ ବ୍ୟସ୍ତ ରାଜ୍ୟ ସରକାର: ଅଭିଳାଷ ପଣ୍ଡା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ରାଜ୍ୟର ସମସ୍ତ ଯୋଜନା ବିଜେଡିକରଣ କରିବାରେ ବ୍ୟସ୍ତ ରାଜ୍ୟ ସରକାର: ଅଭିଳାଷ ପଣ୍ଡା

ଅର୍ଗସ ବ୍ୟୁରୋ:  ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ରାଜ୍ୟ ବିଜେପି ଯୁବମୋର୍ଚ୍ଚା ।  ବ୍ରହ୍ମପୁରରେ ପ୍ରେସମିଟ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା । ସେ କହିଛନ୍ତି, ରାଜ୍ୟର ସମସ୍ତ ଯୋଜନା ବିଜେଡିକରଣ କରିବାରେ ବ୍ୟସ୍ତ ରାଜ୍ୟ ସରକାର, କଲେଜ ପରିସର ଗୁଡ଼ିକରେ ବିଜେଡ଼ିକରଣ ହୋଇଛି । ୧୫ ଦିନ ଧରି ସରକାରୀ ଅନୁଦାନ ପ୍ରାପ୍ତ କଲେଜ ସମନ୍ୱୟ ଯୁବ ବିକାଶ କାର୍ଯ୍ୟକ୍ରମ ମାଧ୍ୟମରେ ଦଳୀୟ ଚିହ୍ନ ଏବଂ ନବୀନ ବାବୁଙ୍କ ଫୋଟ ଧରି ପ୍ରଚାର କରୁଛନ୍ତି ସରକାର ।

ଯେଉଁ ଟଙ୍କା ଶିକ୍ଷାର ବିକାଶ ଲାଗିବା ସେ ଟଙ୍କା ପ୍ରଚାରରେ ଲାଗୁଛି ୧୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ନିଜ ଦଳୀୟ ପ୍ରଚାର ପାଇଁ ଖର୍ଚ୍ଚ କରିଛନ୍ତି ନବୀନ ବାବୁ । ଯୁବ ଭୋଟରଙ୍କ ନିକଟରେ ଦଳକୁ ପରିଚିତ କରିବା ପାଇଁ ଏହି ଟଙ୍କା ବ୍ୟବହାର ହେଉଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
State government is busy in streamlining all schemes of the state: Abhilash Panda | Argus English