Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆଗାମୀ ରଥଯାତ୍ରାରୁ ଖୋଲିପାରେ ଶ୍ରୀଗୁଣ୍ଡିଚା ମନ୍ଦିର

Odisha

ଆଗାମୀ ରଥଯାତ୍ରାରୁ ଖୋଲିପାରେ ଶ୍ରୀଗୁଣ୍ଡିଚା ମନ୍ଦିର

Swayangprajna Mishra
Browse all articles by Swayangprajna Mishra
·2 years ago
ଆଗାମୀ ରଥଯାତ୍ରାରୁ ଖୋଲିପାରେ ଶ୍ରୀଗୁଣ୍ଡିଚା ମନ୍ଦିର

ପୁରୀ  : ଭକ୍ତଙ୍କ ଦର୍ଶନ ପାଇଁ ଏବେ ଖୋଲିବନି ଶ୍ରୀଗୁଣ୍ଡିଚା ମନ୍ଦିର | ଶ୍ରୀଗୁଣ୍ଡିଚା ମନ୍ଦିରର ଉନ୍ନତିକରଣ କାର୍ଯ୍ୟ୍ୟ ବାଧାପ୍ରାପ୍ତ  ସମ୍ଭାବନା ଥିବାରୁ ଭକ୍ତଙ୍କ ପ୍ରବେଶକୁ କଟକଣା କରାଯାଇଛି | ଆଗାମୀ ରଥଯାତ୍ରାରୁ ଖୋଲିପାରେ ଶ୍ରୀଗୁଣ୍ଡିଚା ମନ୍ଦିର | 
 ଅଧିକ ପଢନ୍ତୁ ଓଡିଶା ଖବର

ଶ୍ରୀଗୁଣ୍ଡିଚା ମନ୍ଦିରର ଆନନ୍ଦ ବଜାର, ରୋଷଶାଳ, ଆଧ୍ୟାତ୍ମିକ ସ୍ଥଳ, ଲୀଳା କାନନ, ଆବିର୍ଭାବ କଥା, ପ୍ରଚାରପ୍ରସାର ଭଳି ଉନ୍ନତିମୂଳକ କାର୍ଯ୍ୟ କରାଯାଉଥିବାରୁ ବନ୍ଦ ରହିବ ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ପ୍ରବେଶ | ଏହାକୁ କିଭଳି ରଥଯାତ୍ରା ପୂର୍ବରୁ ସମ୍ପର୍ଣ୍ଣ କରାଯିବ ତା ଉପରେ ଗୁରୁତ୍ୱ ଦେଇଛି ଶ୍ରୀମନ୍ଦିର ପ୍ରଶାସନ। ରଥଯାତ୍ରା ପରେ ଭକ୍ତଙ୍କ ପାଇଁ ଖୋଲିପାରେ ଶ୍ରୀଗୁଣ୍ଡିଚା ମନ୍ଦିର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Srigundicha temple can be opened from the next rathayatra | Argus English