|
logo
Live

Argus News - ଲଗାଣ ବର୍ଷା ପାଇଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଲା ଶିମିଳିପାଳ

Odisha

ଲଗାଣ ବର୍ଷା ପାଇଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଲା ଶିମିଳିପାଳ

Ritu Das
Browse all articles by Ritu Das
·2 years ago
ଲଗାଣ ବର୍ଷା ପାଇଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଲା ଶିମିଳିପାଳ

ଅର୍ଗସ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲାର ପ୍ରାକୃତିକ ସୌନ୍ଦର୍ଯ୍ୟ ଗନ୍ତାଘର ହେଉଛି ଶିମିଳିପାଳ । ଶିମିଳିପାଳ ଅଭୟାରଣ୍ୟ ର ଆଭ୍ୟନ୍ତରୀଣ ରେ ରହିଛି ୮୦୦ କିଲୋମିଟର ମାଟି ରାସ୍ତା । ଲଗାଣ ବର୍ଷା ହେଲେ ମାଟି ରାସ୍ତାରେ ଗାଡି ଅଟକିବା ସହିତ ଅନେକ ସମସ୍ୟା ସୃଷ୍ଟି ହେଇଥାଏ । ଗତକାଲି କାଲିଠାରୁ ଶିମିଳିପାଳ ଅଭୟାରଣ୍ୟରେ ଲଗାଣ ବର୍ଷା ଲାଗି ରହିଛି । 

ଲଗାଣ ବର୍ଷାରେ ମାଟି ରାସ୍ତାରେ ପର୍ଯ୍ୟଟକମାନେ କିପରି ଅସୁବିଧାର ସମ୍ମୁଖୀନ ନ ହେବା ପାଇଁ ଆଜି ଦିନ ପର୍ଯ୍ୟଟକଙ୍କୁ ଶିମିଳିପାଳ ପ୍ରବେଶ ବନ୍ଦ କରାଯାଇଛି । ଶିମିଳିପାଳ ଭିତରକୁ ପ୍ରବେଶର ମୁଖ୍ୟ ଦୁଇଟି ରାସ୍ତା ରେ ଯାଉଥିବା ପର୍ଯ୍ୟଟକ ପାଇଁ  ବନ୍ଦ ରହିଛି ଶିମିଳିପାଳ । ରାତି ପାଇଁ ଆସୁଥିବା ପର୍ଯ୍ୟଟକ ପାଇଁ ଖୋଲା ରହିବ ଶିମିଳିପାଳ ଅଭୟାରଣ୍ୟ । ଆଜିବି ଶିମିଳିପାଳ ଅଭୟାରଣ୍ୟ କିଛି ସ୍ଥାନରେ ବର୍ଷା ଲାଗି ରହିଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଲଗାଣ ବର୍ଷା ପାଇଁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଲା ଶିମିଳିପାଳ | Argus English