|
logo
Live

Argus News - ଏକ ଲକ୍ଷ ଟଙ୍କା ଚୋରୀ କରି ନେଲେ କାମବାଲୀ 

Odisha

ଏକ ଲକ୍ଷ ଟଙ୍କା ଚୋରୀ କରି ନେଲେ କାମବାଲୀ 

Manini Pattanayak
Browse all articles by Manini Pattanayak
·2 years ago
ଏକ ଲକ୍ଷ ଟଙ୍କା ଚୋରୀ କରି ନେଲେ କାମବାଲୀ 

ଭୁବନେଶ୍ୱର:  ରାଜଧାନୀରେ ଘର କାମବାଲୀଙ୍କୁ ସାବଧାନ !  ଘରେ କାମକରୁଥିବା କାମବାଲୀ ଙ୍କୁ ଟିକେ ସାବଧାନ। ଘଟଣା ଘଟିଛି ଭୁବନେଶ୍ଵର ଝାରପଡ଼ା ଜଗନ୍ନାଥ ନଗର ରୋଡ ନମ୍ବର ୪ ପ୍ଲଟ ନମ୍ବର ୧୫୩୯/୩୮୨୯ ରହୁଥିବା ବିଭୁ ପ୍ରସାଦ ମହାପାତ୍ର ଙ୍କ ଘରୁ ।

ମାମି ପାତ୍ର ନାମକ  ମହିଳା ମହାପାତ୍ରଙ୍କ ଘରେ ରୋଷେଇଆ ଭାବେ ଫ୍ରେବୁଆରୀ ମାସରୁ କାମ କରିଆସୁଥିଲା । ମାସକୁ ୪ ହଜାର ଟଙ୍କା ଦରମା ପାଉଥିଲା। ମହାପାତ୍ର ଙ୍କ ନିଜ ଘର କାମ ଚାଲୁଥିବା ଯୋଗୁ ଘରେ ସବୁବେଳେ ନଗଦ ଟଙ୍କା ରହୁଥିଲା । ସମୟ ଓ ସୁଜଗ ଦେଖି ବେଡ଼ରୁମ ର  ଆଲମିରା ରୁ ପାଖାପାଖି ଏକ ଲକ୍ଷ ଟଙ୍କା ଚୋରୀ କରିବାର ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଛି। ଏହି ଘଟଣାକୁ ନେଇ ଲକ୍ଷ୍ମୀସାଗର ଥାନା ରେ ପରିବାର ଏତଲା ଦେଇଛନ୍ତି। 
ଅଧିକ ପଢନ୍ତୁୂ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଏକ ଲକ୍ଷ ଟଙ୍କା ଚୋରୀ କରି ନେଲେ କାମବାଲୀ  | Argus English