Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବିଜେପିରେ ମିଶିଲେ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ

Odisha

ବିଜେପିରେ ମିଶିଲେ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ

Jitendra Dash
Browse all articles by Jitendra Dash
·2 years ago
ବିଜେପିରେ ମିଶିଲେ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ

ଅର୍ଗସ ବ୍ୟୁରୋ : ବିଜେପିରେ ମିଶିଲେ ବରିଷ୍ଠ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ । ବିଜେପି ରାଜ୍ୟ ମୁଖ୍ୟାଳୟରେ ଆଜି ମିଶିଲେ ଅର୍ଦ୍ଧେନ୍ଦୁ ଦାସ । ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ ସଭାପତି ସମୀର ମହାନ୍ତି ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଉପସ୍ଥିତି ଦଳରେ ସାମିଲ ହୋଇଛନ୍ତି ଅର୍ଦ୍ଧେନ୍ଦୁ ।

ଅଧିକ ପଢନ୍ତୁ ଓଡ଼ିଶା ଖବର

ଏବେ ଆତଙ୍କରେ ବିଜେଡି କର୍ମୀ । ସେମାନଙ୍କୁ ଆହ୍ୱାନ ଦେଇଛନ୍ତି ରାଜ୍ୟ ସଭାପତି, କହିଛନ୍ତି ଭୟ ଛାଡି ବିଜେପିରେ ଯୋଗ ଦିଅନ୍ତୁ । ଏହାସହ କେନ୍ଦ୍ର ଦେଇଥିବା ପଇସାର ମୁଖ୍ୟମନ୍ତ୍ରୀ ହିସାବ ଦେଉ ନାହାନ୍ତି । ଭଗବାନ ଭାରସାରେ ରାଜ୍ୟ ଚାଲୁଛି । ମୁଖ୍ୟମନ୍ତ୍ରୀ ସଖୀ କଣ୍ଢେଇ ସାଜିଛନ୍ତି । ରାଜ୍ୟରେ କଣ୍ଢେଇ ନାଚ ଚାଲିଛି । ରାଜ୍ୟ ଶାସନରେ ବାପା କେହି ନାହାନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Senior journalist Ardhendu Das join BJP | Argus English