Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୨୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବାଣ ସହ କଞ୍ଚାମାଲ ଜବତ

Odisha

୨୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବାଣ ସହ କଞ୍ଚାମାଲ ଜବତ

Swayangprajna Mishra
Browse all articles by Swayangprajna Mishra
·2 years ago
୨୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବାଣ ସହ କଞ୍ଚାମାଲ ଜବତ

ବାଲେଶ୍ବର : ଜଳେଶ୍ୱର ପୋଲିସର ବଡ଼ ଧରଣର ଚଢ଼ାଉ ।  ବେଆଇନ ବାଣ କାରବାର ଏବଂ ପ୍ରସ୍ତୁତି ସ୍ଥଳରେ ଚଢ଼ାଉ । ପ୍ରାୟ ୨୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ବାଣ ସହ କଞ୍ଚାମାଲ ଜବତ ହୋଇଛି । ଏକ କାଳୀନ ଆରୁହା ପଞ୍ଚାୟତର ପୃଥକ ୩ଟି ସ୍ଥାନରେ ଚଢ଼ାଉ । ୬ ଅଫିସରଙ୍କ  ସମେତ ୨୫ ଜଣିଆ ଟିମ ଚଢ଼ାଉ କରିଥିଲେ । ଘଟଣାରେ ତିନି ଜଣକୁ ଗିରଫ କରାଯାଇଛି. ଗିରଫ ବ୍ୟକ୍ତିମାନେ ହେଉଛନ୍ତି ସଞ୍ଜୟ ଖଟୁଆ,ଅଜୟ ଖଟୁଆ  ଓ ପ୍ରଫୁଲ୍ଲ ବେହେରା ।  ପ୍ରାୟ ଦୁଇ ଘଣ୍ଟା ଧରି ଚଢ଼ାଉ ଚାଲିଥିଲା ।

ଅଧିକ ପଢନ୍ତୁ ଓଡିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Seizure of arrows and raw materials worth more than 20 lakhs | Argus English