Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା କ୍ରାଇମବ୍ରାଞ୍ଚ STF

Odisha

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା କ୍ରାଇମବ୍ରାଞ୍ଚ STF

Banajyotshna Ray
Browse all articles by Banajyotshna Ray
·2 years ago
ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା କ୍ରାଇମବ୍ରାଞ୍ଚ STF

ଅର୍ଗସ ବ୍ୟୁରୋ:  ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା କ୍ରାଇମବ୍ରାଞ୍ଚ STF । ରାୟଗଡ଼ା ଚାନ୍ଦିଲି ଥାନା ତମ୍ପରବିଦୁଣୀ ଛକ ନିକଟରୁ ୨ଟି କଲରାପତରିଆ ବାଘ ଛାଲ ଜବତ ହୋଇଛି । ଛାଲ ବିକ୍ରି ପାଇଁ ଡିଲ୍‌ କରୁଥିବା ବେଳେ ସୂଚନା ପାଇ ଚଢ଼ାଉ କରିଥିଲା STF । ଏଥିରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ହେଲେ ବିକ୍ରମ ମାଝୀ ଓ ରାଜା ମାଝୀ । ବାଘକୁ କେଉଁ ଜଙ୍ଗଲରୁ କେବେ ଶିକାର କରାଯାଇଛି । ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ଏବଂ ବାଘ ଛାଲ ବେପାରର ମାଷ୍ଟରମାଇଣ୍ଡ କିଏ ତାହା ଜାଣିବାକୁ ଅଧିକ ତଦନତ୍ କରୁଛି କ୍ରାଇମବ୍ରାଞ୍ଚ STF ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Seized of 2 Kalara Pataria tiger tiger skins | Argus English