Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଶ୍ରୀମନ୍ଦିର ସୁରକ୍ଷା ଓ ଭିଡ ନିୟନ୍ତ୍ରଣ କରିବ ବାଟାଲିୟନ

Odisha

ଶ୍ରୀମନ୍ଦିର ସୁରକ୍ଷା ଓ ଭିଡ ନିୟନ୍ତ୍ରଣ କରିବ ବାଟାଲିୟନ

Smruti Parija
Browse all articles by Smruti Parija
·2 years ago
ଶ୍ରୀମନ୍ଦିର ସୁରକ୍ଷା ଓ ଭିଡ ନିୟନ୍ତ୍ରଣ କରିବ ବାଟାଲିୟନ

ପୁରୀ: ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ୱତନ୍ତ୍ର ବାଟାଲିୟନ । ଶ୍ରୀମନ୍ଦିର ସୁରକ୍ଷା ପାଇଁ ଗଠନ ହେବ ନୂଆ ବାଟାଲିୟନ । ସ୍ୱତନ୍ତ୍ର ସୁରକ୍ଷା ବାଟାଲିୟନକୁ ମୁଖ୍ୟମନ୍ତ୍ରୀ ଅନୁମତି ଦେଇଛନ୍ତି । 5ଟି ଅଧ୍ୟକ୍ଷଙ୍କ ପ୍ରସ୍ତାବ ପରେ ଏହି ନିଷ୍ପତ୍ତି ନିଆଯାଇଛି । ସ୍ୱତନ୍ତ୍ର ବାଟାଲିୟନରେ ରହିବେ 1190 ସୁରକ୍ଷାକର୍ମୀ । ଏହି ବାଟାଲିୟନ ଶ୍ରୀମନ୍ଦିର ସୁରକ୍ଷା ଓ ଭିଡ ନିୟନ୍ତ୍ରଣ ଉପରେ କାମ କରିବ । ଏହି ବାଟାଲିୟନ ପୁରୀ ପୁଲିସ ଏସପିଙ୍କ ଅଧିନରେ କାମ କରିବ ।  

ବଡ ଦିନରେ ଶ୍ରୀମନ୍ଦିରରେ ପ୍ରବଳ ଭିଡ

ଦିନକୁ ଦିନ ପୁରୀରେ ଅସମ୍ଭାଳ ଭିଡ ହେଉଛି । ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହେବା ପରେ ମହାପ୍ରଭୁଙ୍କ ଦର୍ଶନ ମିଳୁଛି । ଛୁଆଠୁ ଆରମ୍ଭ କରି ବୟସ୍କ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫଳରେ ଏହି ନିଷ୍ପତ୍ତି ନିଆଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Education Next Season 5
Sponsored
Security and crowd control at the temple will be-done-by special- Battalion-at-puri | Argus English