Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦେଶୀମଦ ସହ ସ୍କୁଟି ଜବତ, ଜଣେ ଗିରଫ

Odisha

ଦେଶୀମଦ ସହ ସ୍କୁଟି ଜବତ, ଜଣେ ଗିରଫ

Swayangprajna Mishra
Browse all articles by Swayangprajna Mishra
·2 years ago
ଦେଶୀମଦ ସହ ସ୍କୁଟି ଜବତ, ଜଣେ ଗିରଫ

ଗଞ୍ଜାମ : ଖଲ୍ଲିକୋଟ ଅଞ୍ଚଳରେ ଦିନକୁ ଦିନ ବେଆଇନ ନିଶାଦ୍ରବ୍ୟ କାରବାର ବୃଦ୍ଧି ପାଇବାରେ ଲାଗିଛି। ଅବକାରୀ ବିଭାଗ ଓ ପୋଲିସ ବାରମ୍ବାର ଚଢ଼ାଉ ଜାରି ରଖିଥିବା ବେଳେ ଖଲ୍ଲିକୋଟ ଅବକାରୀ ବିଭାଗ ପକ୍ଷରୁ ଆଜି କୋଦଳା ଥାନା ଅନ୍ତର୍ଗତ ଭାଟପଡା ଛକ ଠାରେ ଚଢ଼ାଉ କରି ୮୦ ଲିଟର ବେଆଇନ ଦେଶୀମଦ ସହ ଗୋଟିଏ ସ୍କୁଟି  ଜବତ କରିବା ସହ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇ ଥିବା ବ୍ୟକ୍ତି ହେଲେ କୋଦଳା ଥାନା ଅନ୍ତର୍ଗତ କୋଦଳା ନୂଆସାହିର ରତ୍ନାକର ପଲେଇ ।

ଅଧିକ ପଢନ୍ତୁ : ଲୁଟେରାକୁ କାବୁ କରି ପୋଲିସକୁ ଧରାଇଲେ ଗ୍ରାମବାସୀ

ଏହି ଚଢ଼ାଉ ବେଳେ ଅବକାରୀ ଓ ଆଇ ସି ଦେବସ୍ମିତା ନାୟକଙ୍କ ସହ ଜି କାମେଶ୍ବର, ଟୁଟୁ ସାମଲ,କାହ୍ନୁ ନାୟକ, ମନୋଜ କୁମାର ଲେଙ୍କା ଓ ହରିହର ବେହେରା ପ୍ରମୁଖ ବିଭାଗୀୟ କର୍ମଚାରୀ ସାମିଲ ଥିଲେ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Scooty seized with wine, one arrested | Argus English